Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୨୯-୦୫-୨୦୧୯ ବୁଧବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ମେ ମାସ ତା ୨୯ ରିଖ ବୁଧବାର ବୃଷ ୧୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଦଶମୀ ତିଥି ଉତ୍ତରଭାଦ୍ରପଦ ନକ୍ଷତ୍ର ମୀନ ଚନ୍ଦ୍ର କର୍କଟ ରାଶିର ଘାତ ବାର ଧନୁ…

ନବୀନଙ୍କ ମନ୍ତ୍ରୀମଣ୍ଡଳରେ ୧୦ଟି ନୂଆ ମୁହଁ

ଭୁବନେଶ୍ୱର: ନବୀନଙ୍କ ୨୧ ଜଣିଆ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ଶପଥ ଗ୍ରହଣ କରୁଛନ୍ତି । ଏହି ମନ୍ତ୍ରୀମଣ୍ଡଳରେ ୬ ଜଣ ପୂରୁଣା ସଦସ୍ୟ ରହିଥିବା ବେଳେ ୧୦ ଜଣ ବିଧାୟକ ପ୍ରଥମଥର ଲାଗି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ । ବୁଧବାର ଦିନ ଯେଉଁ ବିଧାୟକମାନେ ନୂତନ ମନ୍ତ୍ରୀ ମଣ୍ଡଳରେ ପଦ ଓ ଗୋପନୀୟତାର…

ସୂର୍ଯ୍ୟ ପାତ୍ର ବାଚସ୍ପତି ଓ ପ୍ରମିଳା ମଲ୍ଲିକ ହେବେ ସରକାରୀ ଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ନୂତନ ବାଚସ୍ପତି ଭାବେ ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର ବୁଧବାର ଦିନ ଶପଥ ଗ୍ରହଣ କରିବେ ଏବଂ ବରିଷ୍ଠ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ ଦଳର ସରକାରୀ ମୁଖ୍ୟ ସଚେତକ ଭାବେ ଶପଥ ଗ୍ରହଣ କରିବେ ବୋଲି ବିଜେଡ଼ି ସୂତ୍ରରୁ ଜଣାପଡ଼ିଛି । ବରିଷ୍ଠ ବିଜେଡ଼ି…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜାଣନ୍ତୁ, କେଉଁ ବିଧାୟକ ହେବେ ସାମିଲ୍

ଭୁବନେଶ୍ୱର: ଲଗାତର ପଞ୍ଚମଥର ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲା ପରେ ତାଙ୍କ ନୂଆ ମନ୍ତ୍ରୀ ମଣ୍ଡଳରେ କିଛି ପୂରୁଣା ସଦସ୍ୟଙ୍କୁ ସ୍ଥାନ ଦେଇପାରନ୍ତି । ଏହି ନୂଆ ମନ୍ତ୍ରୀମଣ୍ଡଳ ବୁଧବାର ଦିନ ପଦ ଓ ଗୋପନୀୟତାର ଶପଥ ନେବେ । ସାଢେ ଚାରି କୋଟି ଓଡ଼ିଶାବାସୀଙ୍କ…

ଏଫଆଇଏଚ ସିିରିଜ ଫାଇନାଲ୍ସ: ଭାରତୀୟ ଦଳରେ ୨ ଓଡ଼ିଆ ସାମିଲ୍

ଭୁବନେଶ୍ୱର: ଅନ୍ତର୍ଜାତୀୟ ଖେଳାଳି ତଥା ଓଡ଼ିଶାର ୨ଜଣ ହକି ସ୍ପେଶାଲିଷ୍ଟ୍ ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏଫଆଇଏଚ ସିିରିଜ ଫାଇନାଲ୍ସ ପ୍ରତିଯୋଗିତା ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଆଗାମୀ ଜୁନ ୬ ତାରିଖରୁ ଓଡ଼ିଶାର କଳିଙ୍ଗ ଷ୍ଟାଡ଼ିୟମରେ ଏହି ଅନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ…

ରାଜ୍ୟର ୧୪ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ନୂଆପଡା, ବରଗଡ, ଗଞ୍ଜାମ, ସମ୍ବଲପୁର, ବୌଦ୍ଧ, ଅନୁଗୁଳ,…

ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବ ନେଇ ସୂଚନା ମିଳିଛି । ଓଡ଼ିଶାରେ ଶାସକ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ…

ନବୀନ ବାରମ୍ବାର ଶାସନ କ୍ଷମତାରେ ରହିବାର ୧୦ଟି କାରଣ

ଭୁବନେଶ୍ୱର: ସାରା ଦେଶରେ ମୋଦୀଙ୍କ ମ୍ୟାଜିକ୍ ଯୋଗୁଁ ସେ ଦ୍ୱିତୀୟ ଥର ଲାଗି କେନ୍ଦ୍ରରେ ଶାସନ କ୍ଷମତାକୁ ଆସିଲେ, ମାତ୍ର ଏହି ମ୍ୟାଜିକ୍ ଓଡ଼ିଶାର ୩ କୋଟି ୨୪ ଲକ୍ଷ ଭୋଟରଙ୍କୁ ପ୍ରଭାବିତ କରିପାରିଲା ନାହିଁ । ଏହାର ଏକମାତ୍ର କାରଣ ଅନ୍ୟ କେହି ନୁହଁନ୍ତି, କେବଳ ନବୀନ ପଟ୍ଟନାୟକ । ନବୀନ…

ରାଜଧାନୀରେ ଦୁର୍ଘଟଣାପ୍ରବଣ ୫ଟି ବ୍ଲାକ୍ ସ୍ପଟ୍ ଚିହ୍ନଟ

ଭୁବନେଶ୍ୱର : ଦ୍ୱେତନଗରୀ ଭୁବନେଶ୍ୱର-କଟକ ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥର ୫ଟି ସ୍ଥାନକୁ ଦୁର୍ଘଟଣାପ୍ରବଣ ସ୍ଥାନ ବା ବ୍ଲାକ୍ ସ୍ପଟ୍ ଭାବେ ଚିହ୍ନଟ କରିଛି ଓଡିଶା ପୋଲିସର ଟ୍ରାଫିକ୍ ୱିଙ୍ଗ । ଉକ୍ତ ୫ଟି ବ୍ଲାକ୍ ସ୍ପଟ୍ ମଧ୍ୟରେ ହୋଟେଲ କ୍ରାଉନ୍ ସମ୍ମୁଖ ରାସ୍ତା, ଆଚାର୍ଯ୍ୟ ବିହାର,…

ଓଡିଶା ପୋଲିସ ପକ୍ଷରୁ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡାକଡି ହେବ: ଡିଜିପି

ଭୁବନେଶ୍ୱର : ଜୁଲାଇ ୪ ତାରିଖରେ ପୁରୀରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଓଡିଶା ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜିପି ଆରପି ଶର୍ମା ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିିିତିରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକ ପରେ…