ଜାଣନ୍ତି କି, ଦୁଇ ହଜାରରୁ ଅଧିକ ଗୀତ ଲେଖିଥିଲେ ରସରାଜ ନାରାୟଣ ପ୍ରସାଦ ସିଂହ
ଆଜି ଜନ୍ମଦିନ
ନାରାୟଣ ପ୍ରସାଦ ସିଂହ
(୧୯୩୩-୨୦୧୮)
କ୍ଷେତ୍ର: ଗୀତରଚନା, ସାହିତ୍ୟ
‘ସାଗରେ ଅଧୀର ନୀଳ ତରଙ୍ଗ’ ହେଉ କି ‘ଠିଆପୁଚି ନାରଙ୍ଗ’–ଆକାଶବାଣୀ ‘ସଜଫୁଲ’ କାର୍ଯ୍ୟକ୍ରମର ଏଭଳି ବହୁ ଲୋକପି୍ରୟ ଗୀତର ଥିଲେ ସେ ରଚୟିତା । ସେହିପରି ‘ରଥ ଗଡ଼ିଯା, ଚକ ଗଡ଼ିଯାରେ’ (ନୂଆବୋଉ),…