ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ: ଜାଣନ୍ତୁ କିଏ ପାଇଲେ କେତେ ଭୋଟ୍
ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇଙ୍କୁ ୨୭୧୬୫୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ରାଜଶ୍ରୀ ମଲ୍ଲିକ ସମୁଦାୟ ୬୧୯୯୮୫ ଭୋଟ୍ ପାଇଥିବାବେଳେ ବିଭୁପ୍ରସାଦ ତରାଇଙ୍କୁ…