Latest Odisha News

BREAKING NEWS

ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍ ୩ରୁ ଆରମ୍ଭ ହେବ ‘ସୋଆ ସମର୍ ଟେକ୍ନୋକ୍ୟାମ୍ପ’

ଭୁବନେଶ୍ୱର : ‘ଦ୍ୱିତୀୟ ସୋଆ ସମର୍ ଟେକ୍ନୋକ୍ୟାମ୍ପ’ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆସନ୍ତା ଜୁନ୍ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଠାରେ…

ବାତ୍ୟା ପ୍ରପୀଡିତଙ୍କୁ ଓଡିଶା ପୋଲିସର ସହାୟତା

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଡିଶା ପୋଲିସ ପକ୍ଷରୁ ୧,୬୧,୬୧,୪୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି । ଡିଜିପି ଆରପି ଶର୍ମାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀମାନେ…

କଂଗ୍ରେସ ପଶ୍ଚିମ ଓଡ଼ିଶାରେ ଆସନ ଜିତିବାର ଆଶା କମ୍: ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ (ଓପିସିସି)ସଭାପତି ନିରଞ୍ଜନ ପଟ୍ଟନାୟକ ବୁଧବାର ଦିନ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଦଳ କୌଣସି ବିଧାନସଭା ଆସନ ଜିତିପାରିବ ନାହିଁ । “କଂଗ୍ରେସ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ଅପେକ୍ଷାକୃତ ଭଲ…

ଘଡଘଡି ସହ ବର୍ଷା ଆଶଙ୍କା: ରାଜ୍ୟର ୮ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ବୁଲେଟିନ୍ ଅନୁଯାୟୀ ରାଜ୍ୟର ପ୍ରାୟ ୮ ଜିଲ୍ଲାରେ ରାତି ୭ଟା…

ଓଡିଶା କଂଗ୍ରେସ ସମନ୍ୱୟ କମିଟିରୁ ଇସ୍ତଫା ଦେଲେ ଜଗନ୍ନାଥ ପଟ୍ଟନାୟକ

ସମ୍ବଲପୁର : ଓଡିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ବରିଷ୍ଠ ନେତା ତଥା ସମନ୍ୱୟ କମିଟି ଆବାହକ ଜଗନ୍ନାଥ ପଟ୍ଟନାୟକ ଦଳର ପ୍ରଦର୍ଶନରେ ଅସନ୍ତୁଷ୍ଟ ପ୍ରକାଶ କରି ବୁଧବାର ଦିନ ଇସ୍ତଫା ପ୍ରଦାନ କରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ସମନ୍ୱୟ କମିଟି ଆବାହକ ଓ ନିର୍ବାଚନ କମିଟି ସଦସ୍ୟ ପଦରୁ…

ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା

 ପଲିଟିକସ ଫଲିଟିକସ : 1  ବିପର୍ଯ୍ୟୟ ପରବର୍ତ୍ତୀ ମୁକାବିଲା ଜ୍ୟୋତି ପ୍ରକାଶ ମହାପାତ୍ର ଫନି ବାତ୍ୟା ଓଡ଼ିଶାରୁ ଗଲା ପରେ ଏକଥା ଜୋରଦାର ଢଙ୍ଗରେ ଉଠିଛି । ବାତ୍ୟା ପୂର୍ବରୁ ମୁକାବିଲା କରିବାରେ ସରକାର ବେଶ ସଫଳ ହେଲେ । ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଗଲା । ଫଳରେ…

ରାଧାଚୂଡ଼ା: ଏକ ପ୍ରେମକବିତା

ରାଧାଚୂଡ଼ା: ଏକ ପ୍ରେମକବିତା ରତ୍ନମାଳା ସ୍ୱାଇଁ ଝର୍କା ଖୋଲିଲେ ରାଧାଚୂଡ଼ା ! ସବୁ ଉତ୍ତେଜନାର ଲାଲ ରଙ୍ଗ କୃଷ୍ଣଚୂଡ଼ା ନେଇଗଲା ପରେ ପ୍ରତୀକ୍ଷାର ନିଥରପଣ ହଳଦିଆ ରଙ୍ଗ ହୋଇ ଝୁଲୁଥାଏ ରାଧାଚୂଡ଼ା ଫୁଲର ଦେହରେ ! ଯେମିତି ଆପେକ୍ଷାରତା କୁଆଁରୀର ହଳଦୀମଖା ଦେହ କି ଅଳତାର…

ଭାରତୀୟ କନିଷ୍ଠ ହକି ଦଳରେ ଓଡିଶାର ୨ ଖେଳାଳୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର : ଆୟର୍ଲାଣ୍ଡରେ ହେବାକୁଥିବା କାଣ୍ଟର ଫିଜଗେରାଲଡ ୨୧ ବର୍ଷରୁ କମ୍ ମହିଳା ଚତୁଃରାଷ୍ଟ୍ରୀୟ ହକି ପ୍ରତିଯୋଗିତା ସହ ବେଲାରୁଷ ବିପକ୍ଷ ଶୃଙ୍ଖଳା ଲାଗି ଘୋଷିତ ହୋଇଥିବା ୧୮ ଜଣିଆ ଭାରତୀୟ କନିଷ୍ଠ ଦଳରେ ଓଡିଶାର ୨ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ଏହି ପରିପ୍ରେକ୍ଷୀରେ…

ଭୁଲ୍‍ ବୁଝାମଣା

ଭୁଲ୍‍ ବୁଝାମଣା ବଳଭଦ୍ର ରଥ ଦେଖ ଗୋଟେ ଭୁଲ୍ ବୁଝାମଣା ହିଁ କେମିତି ଗଢିଦେବାକୁ ଯାଉଛି ବିରାଟ ପ୍ରାଚୀର ଦୁଇଭାଗ କରିଦେବାକୁ ବସିଛି ସଂପର୍କର ସୌଧ... ଏ ପ୍ରାଚୀରର ପରିଚୟ କ'ଣ ହେବ, ଅଧାଗଢା ସ୍ୱପ୍ନ ନା ଅବିଶ୍ୱାସ ଓ ଆହତର ମନ, ନା ହେବ ଅସୀମ ଅଭିଶପ୍ତର ଅଭିଲେଖ...…

ଜାମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାର ଗୋପାଲପୋରା ଅଞ୍ଚଳରେ ବୁଧବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…