Latest Odisha News

BREAKING NEWS

ଓଡିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି

ଗଞ୍ଜାମ: ଓଡିଶାରେ ଆଉ ୨ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ଉକ୍ତ ୨ଟି ମାମଲା ଗଞ୍ଜାମ ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୪୮ ଓ ୫୨ ବର୍ଷ ବୟସ୍କ ଏହି ଦୁଇ ବ୍ୟକ୍ତି…

ରାଜ୍ୟର ୬ ଜିଲ୍ଲାରେ ୬୦% କରୋନା ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ୭ ହଜାର ଛୁଇଁବ କରୋନା ପଜିଟିଭ୍ କେସ୍ । ସୁସ୍ଥ ହୋଇଛନ୍ତି ୪ ହଜାର ୭୪୩ । ଆଶ୍ୱସ୍ତିକର ଖବର ହେଉଛି ରାଜ୍ୟର ୬୯ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ୨ ହଜାର ୮୬ ଭୂତାଣୁ ସଂକ୍ରମିତ । କିନ୍ତୁ…

ବାଲେଶ୍ୱରର ଏକ ଘରୋଇ ନର୍ସିଂହୋମରେ ମେଡିକାଲ ଟିମର ଚଢାଉ

ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) ଦୁଲାଲସେନ୍ ଜଗଦେବଙ୍କ ନେତୃତ୍ୱରେ ପାଞ୍ଚଟି ମେଡିକାଲ ଦଳ ରବିବାର ଦିନ ସହରର ଘରୋଇ ନର୍ସିଂହୋମ ଉପରେ ଚଢାଉ କରି କୋଭିଡ-୧୯ ପ୍ରୋଟୋକଲଗୁଡିକର ସଠିକ୍ କାର୍ଯ୍ୟକାରିତା ଯାଞ୍ଚ କରିଛନ୍ତି। ସେମାନଙ୍କ ସହ ଅତିରିକ୍ତ…

ଆସାମରେ ବନ୍ୟା ସ୍ଥିତି: ୯.୨୬ ଲକ୍ଷ ଲୋକ ପ୍ରଭାବିତ, ୨୦ ମୃତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨,୦୭୧ ଗ୍ରାମର ୯.୨୬ ଲକ୍ଷରୁ ଅଧିକ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବନ୍ୟା ରିପୋର୍ଟ ଅନୁଯାୟୀ ବ୍ରହ୍ମପୁତ୍ର ନଦୀରେ ଜଳସ୍ତର ବିପଦ ସଙ୍କୁଳ ସ୍ଥିତିରେ ଥିବା…

ହିଜବୁଲ କମାଣ୍ଡର ମସୁଦ ମୃତ୍ୟୁ ସହ ଜମ୍ମୁ କାଶ୍ମୀର ଡୋଡା ଆତଙ୍କୀ ଫ୍ରି

ଜମ୍ମୁ କାଶ୍ମୀର: ଉପତ୍ୟକାରେ ସୁରକ୍ଷା ବାହିନୀ ଚଳାଇଛି ଆତଙ୍କୀ ନିପାତ ଅଭିଯାନ । ଖୋଜି ଖୋଜି ଆତଙ୍କବାଦୀଙ୍କ ଖେଳ ଖତମ କରାଯାଉଛି । କାଶ୍ମୀର ଘାଟିରେ ଆତଙ୍କର ଗଡ଼ କୁହାଯାଉଥିବା ତ୍ରାଲ ଆତଙ୍କୀ ମୁକ୍ତ ହୋଇଥିବା ବେଳେ ଜମ୍ମୁରେ ମିଳିଛି ବଡ଼ ସଫଳତା । ଡୋଡା ଜିଲ୍ଲାକୁ ଆତଙ୍କୀବାଦୀଙ୍କ…

ସଟଡାଉନ ଅଞ୍ଚଳରେ ବନ୍ଦ ରହିବ କୋର୍ଟ:ହାଇକୋର୍ଟ

ଭୁବନେଶ୍ୱର: ସଟଡାଉନ କଟକଣା ଜାରି ହୋଇଥିବା ଅଞ୍ଚଳରେ ବନ୍ଦ ରହିବ କୋର୍ଟ। ହାଇକୋର୍ଟ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲା ଜଜ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ସଟଡାଉନ ଘୋଷଣା କରାଯାଇଥିବା ଅଞ୍ଚଳର ଜିଲ୍ଲା ଜଜ୍‌ମାନେ ଚାହିଁଲେ ଉକ୍ତ ଅଞ୍ଚଳର କୋର୍ଟକାର୍ଯ୍ୟ ବନ୍ଦ…

୨୪୫ ନୂଆ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୨ ହଜାର ଟପିଲା ଆକ୍ଟିଭ କେସ୍‌

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୪୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୮୫୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ପଦକ୍ଷେପ

ବ୍ରହ୍ମପୁର: କରୋନା ମୁକାବିଲା କ୍ଷେତ୍ରରେ ସବୁବେଳେ ନୂଆ ନୂଆ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏବେ ଜିଲ୍ଲାରେ ଭୂତାଣୁ ସଂକ୍ରମଣକୁ ରୋକିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଟ୍ୱିଟ୍ କରି ଜିଲ୍ଲାବାସୀଙ୍କୁ ଅପିଲ୍…

ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କୁ ମଧ୍ୟପ୍ରଦେଶରେ ଅତିରିକ୍ତ ଦାୟିତ୍ୱ

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ ପଟେଲଙ୍କୁ ମଧ୍ୟପ୍ରଦେଶର ଅତିରିକ୍ତ ରାଜ୍ୟପାଳ ଦାୟିତ୍ୱ । ରାଷ୍ଟ୍ରପତି ଭବନରୁ ଜାରି ହୋଇଛି ଏସମ୍ପର୍କିତ ବିଜ୍ଞପ୍ତି । ମଧ୍ୟପ୍ରଦେଶ ରାଜ୍ୟପାଳ ଥିବା ଲାଲଜୀ ଟଣ୍ଡନଙ୍କ ବର୍ତ୍ତମାନ ଅସୁସ୍ଥ ଅଛନ୍ତି । ଗତ ୧୧ ତାରିଖରୁ ଲକ୍ଷ୍ନୌର ଏକ ହସ୍ପିଟାଲରେ…

ନଗଡାରେ ଜିଲ୍ଲା ପ୍ରଶାସନର ଟିମ: ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ଯାଜପୁର: ଅପହଞ୍ଚ ଇଲାକା ଭାବେ ପରିଚିତ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛି ଜିଲ୍ଲା ପ୍ରଶାସନ। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନର ଏକ ଟିମ୍ ନଗଡାରେ ପହଞ୍ଚି ବିଭିନ୍ନ ବ୍ୟବସ୍ଥା, ଯୋଜନା ଓ ଉନ୍ନୟନ…