Latest Odisha News

BREAKING NEWS

ଫାଇନ ଦେଲେ ପିସିସି ସଭାପତି

ଭୁବନେଶ୍ୱର: କରୋନା ସମୟରେ ସାମାଜିକ ଦୂରତା ନମାନି ରାଜନୈତିକ କାର୍ଯ୍ୟକ୍ରମ କରିଥିବାରୁ ପିସିସି ସଭାପତି ଜରିମାନା ଦେଇଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଠାରୁ ଫାଇନ କାଟିଛି ପୋଲିସ । ସେ ୫ଶହ ଟଙ୍କା ଫାଇନ୍ ଦେଇଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ୍ ପରିଚାଳନାରେ ବିଫଳତାକୁ ନେଇ…

ସ୍ୱଳ୍ପ ଖର୍ଚ୍ଚ, ସ୍ୱଳ୍ପ ସମୟ ଓ ଅଧିକ ଆୟର ମାଧ୍ୟମ – ଜୈବିକ କୃଷି

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) ଚାଷ – ଏକ ବ୍ୟବସାୟ ନୁହେଁ ବରଂ ଏକ ସ୍ୱର୍ଗୀୟ ଅନୁଭବ । ଆଉ ପୁଣି ଧରିତ୍ରୀମାତା ସହ ଏକ ମାର୍ମିକ ସମ୍ପର୍କ । ରାତି ପାହିଲେ ହାତରେ ଲଙ୍ଗଳ , କାନ୍ଧରେ ଗାମୁଛା ଆଉ ପଖାଳ ମୁଠେ ଖାଇଦେଇ ଆରମ୍ଭ ହୋଇଯାଏ ଚାଷର ପର୍ବ…

୩୦ ବର୍ଷ ପରେ ଲିଭରପୁଲ ଜିତିଲା ଇଂଲିଶ ଫୁଟବଲ ଲିଗ୍‌

ଲଣ୍ଡନ: ୩୦ ବର୍ଷ ପରେ ଲିଭରପୁଲ ଇଂଲିଶ ଫୁଟବଲ ଲିଗ୍ ଟାଇଟଲ ହାସଲ କରିଛି । ଲିଗ ଭିତିକ ଏହି ଟୁର୍ଣ୍ଣାମେଂଟରେ ଲିଭରପୁଲକୁ ପଏଂଟ ଆଧାରରେ ବିଜୟ ଘୋଷିତ କରାଯାଇଥିଲା । ଚେଲ୍ସି ୨-୧ରେ ମାଂଚେଷ୍ଟର ସିଟିକୁ ହରାଇବା ପରେ ଲିଭରପୁଲ ଫାଇଦାରେ ରହିଥିଲା । ୧୩୨ ବର୍ଷ ଇତିହାସରେ ଲିଭରପୁଲ ୧୯ଥର…

ଚାଇନିଜ ଆପ୍ସକୁ ଝଟକା, ଡାଉନଲୋକ ହାର କମୁଛି

ନୂଆଦିଲ୍ଲୀ: ଭାରତ ବିପକ୍ଷରେ ସୀମା ବିବାଦ ସୃଷ୍ଟି ଚୀନ ଅସୁବିଧାରେ ପଡିଛି । ରିପୋର୍ଟ ମୁତାବକ ଭାରତରେ ଚାଇନିଜ ପ୍ରଡକ୍ଟକୁ ବୟକଟ କରିବା ଜୋର ଧରିଛି । ଏହାର ପ୍ରଭାବ ଚାଇନିଜ ଆପ୍ସ ଉପରେ ପଡିଛି । ଟିକଟକ, ହ୍ୟାଲୋ, ଲାଇକି ଏବଂ ପବଜୀ ଆପ୍ସର ଲୋକପ୍ରିୟତା କମିଛି । ସେନସର ଟାୱାର ରିପୋର୍ଟ…

ଆଉ ୨୧୮ ମାମଲା ସହ ରାଜ୍ୟରେ ୬ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୧୮୦ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ ୧୯୮ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ଏବଂ ୨୦…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି  

ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ ଟ୍ବିଟ୍‌ କରି କହିଛନ୍ତି, "ମୋ ମନ୍ତ୍ରିମଣ୍ଡଳର ସହକର୍ମୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଅଭିନନ୍ଦନ । ସେ…

ଜୀବନ ହାରିଲେ ସୁଶାନ୍ତଙ୍କ ଆଉ ଜଣେ ଫ୍ୟାନ୍ !

ନାଗପୁର:ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ପାଖାପାଖି ୧୫ ଦିନ ହେଲାଣି । ତଥାପି ତାଙ୍କ ଆତ୍ମହତ୍ୟାକୁ ଏଯାଏ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ତାଙ୍କ ଫ୍ୟାନ୍ । ନାଗପୁରରେ ଜଣେ ୧୪ ବର୍ଷର ନାବାଳକ ଜୀବନ ହାରିଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ଏହି ଘଟଣା ଘଟିଛି…

କରୋନା ସଙ୍କଟ: ବାତିଲ ହେଲା ସିଟିଇଟି ପରୀକ୍ଷା

ନୂଆଦିଲ୍ଲୀ: ବାତିଲ ହେଲା ସିଟିଇଟି ପରୀକ୍ଷା ।ସିବିଏସ୍‌ଇ ପକ୍ଷରୁ ଗୁରୁବାର ଦିନ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । କରୋନା ସଂକଟରେ ସାମାନ୍ୟ ସୁଧାର ଆସିବା ପରେ ପରୀକ୍ଷା କେବେ ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି…

ଚୀନ୍ ହିଟଲରୀ ବିସ୍ତାରବାଦର ନୂଆ ସଂସ୍କରଣ

ସୋମେଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ସାମ୍ପ୍ରତିକୀ ଚୀନରେ ୧୯୪୯ରେ ବନ୍ଧୁକମୁନରେ କ୍ଷମତା ଅକ୍ତିଆରକରିବା ପରେ ମାଓ-ସେ-ତୁଙ୍ଗଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ୟୁନିଷ୍ଟ ଶାସନ ଆରମ୍ଭରୁ ଯୁଦ୍ଧଖୋର ମନୋବୃତ୍ତି ପୋଷଣ କରିଆସୁଛି| ଏହାର ଶାସକବର୍ଗ ସମାଜବାଦର ମହତ୍ତମ ଆଦର୍ଶ ସମାନତା, ଶାନ୍ତି,…

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୨୪ ଘଣ୍ଟାରେ ସର୍ବାଧିକ ୪୦୭ ମୃତ, ୧୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୭,୨୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୯୦,୪୦୧…