Latest Odisha News

BREAKING NEWS

କରୋନା ମୁକାବିଲା: ଟ୍ୱିଟ୍ କରି ସତର୍କତା ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଟ୍ୱିଟର୍‌ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍‌-୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ପରେ ଟ୍ୱିଟର୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ସତର୍କତା ଟିପ୍ସ ଦେଇଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ କେତେ…

ବଗି ଛାଡି ପଳାଇଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟ ସାଲଗାଓଁ ଠାରେ ସୋମବାର ସକାଳେ ଲୋକମାନ୍ୟ ତିଲକ ଏକ୍ସପ୍ରେସର ଇଞ୍ଜିନ ନିକଟରୁ ଦୁଇଟି ବଗି ବିଚ୍ଛିନ୍ନ ହେବାପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲେ। ମିଳିଥିବା ସୂଚନାନୁସାରେ, ମୁମ୍ବାଇ ଅଭିମୁଖେ ଯାଉଥିବା ଏହି ଟ୍ରେନ୍ ସକାଳ ପ୍ରାୟ ୭ଟା…

ଓଡିଶାରେ କରୋନା ଭୟ; ପୁରୀ ବେଳାଭୂମିରେ ଏକାଠି ନହେବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ

ପୁରୀ: ଓଡିଶାରେ ଜଣେ ବ୍ୟକ୍ତିଙ୍କ କରୋନାଭାଇରସ୍ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି ଓଡିଶା ସରକାର । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ସୋମବାର ଦିନ ପର୍ଯ୍ୟଟକମାନଙ୍କୁ ବାହାରକୁ ନବାହାରିବ ତଥା ହୋଟେଲ ଭିତରେ ରହିବା ଲାଗି…

ମଧ୍ୟପ୍ରଦେଶ ରାଜନୀତି: ଫ୍ଲୋର ଟେଷ୍ଟ ଲାଗି ସୁପ୍ରିମକୋର୍ଟ ଗଲା ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜାରି ରହିଛି ରାଜନୈତିକ ସଂକଟ । ଏହାରି ଭିତରେ କମଲନାଥ ସରକାରଙ୍କ ଫ୍ଲୋର ଟେଷ୍ଟ ଲାଗି ବିଜେପି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ୧୨ ଘଂଟା ମଧ୍ୟରେ ମଧ୍ୟପ୍ରଦେଶ ସରକାରକୁ ବହୁମତ ପ୍ରମାଣ ଲାଗି ନିର୍ଦ୍ଦେଶ ଦେବାକୁ ବିଜେପି କୋର୍ଟକୁ ନିବେଦନ କରିଛି । ସୋମବାର…

କରୋନାଭାଇରସ ଆତଙ୍କ: ଗଣମାଧ୍ୟମଙ୍କୁ ଓଡିଶା ସରକାରଙ୍କ ଅପିଲ୍‌, ଏବେ ବ୍ରେକିଂ ନ୍ୟୁଜର ବେଳ ନୁହେଁ

ଭୁବନେଶ୍ୱର: କରୋନାଭାଇରସ୍ ସମ୍ବନ୍ଧୀୟ ଖବର ପରିବେଷଣ ସମୟରେ ଦାୟିତ୍ୱସମ୍ପନ୍ନ ହେବାକୁ ଓଡ଼ିଶା ସରକାର ସୋମବାର ଦିନ ଗଣମାଧ୍ୟମକୁ ନିବେଦନ କରିଛନ୍ତି। ଏନେଇ କୋଭିଡ-୧୯ର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ଘଡିସନ୍ଧି ମୂହୁର୍ତ୍ତ…

ଶରଣାର୍ଥୀ ଶିଶୁ ମୃ୍‌ତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ୧୨୫ ବର୍ଷ ଲେଖାଏଁ ସଜା

ଅଙ୍କରା: ସିରିୟା ଗୃହଯୁଦ୍ଧ ଶରଣାର୍ଥୀ ଶିଶୁ ଏଲନ କୁର୍ଦି ମୃତ୍ୟୁ ଘଟଣାରେ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟ ୧୨୫ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛି । ତୁର୍କୀ ସରକାର ଏହି ୩ ଅଭିଯୁକ୍ତଙ୍କୁ ମାନବ ଚୋରା ଚାଲାଣ ଘଟଣାରେ ଚଳିତ ସପ୍ତାହରେ ଗିରଫ କରିଥିଲା । ସେପ୍ଟମ୍ବର ୨୦୧୫ରେ…

ମହାରାଷ୍ଟ୍ରରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ

ମହାରାଷ୍ଟ୍ର: କରୋନା ଭାଇରସ ତାରା ଡେଣା ମେଲାଇବାରେ ଲାଗିଛି । ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ମହାରାଷ୍ଟ୍ରରେ ଆଉ ୪ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଫଳରେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭ରେ ପହଂଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୩ ଜଣ…

କରୋନା ଆତଙ୍କ: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର: ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାବଳୀ ଅନୁଯାୟୀ ରାଜ୍ୟ ନିର୍ବାଚନ ଆୟୋଗ ସୋମବାର ମାର୍ଚ୍ଚ ୨୪ ରେ ଧାର୍ଯ୍ୟ ହୋଇଥିବା ପଞ୍ଚାୟତ ଉପ ନିର୍ବାଚନ ସ୍ଥଗିତ ରଖିଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ଜିଲ୍ଲା ପରିଷଦ ସଦସ୍ୟ, ୬ ଟି…

କରୋନା ପାଇଁ ବନ୍ଦ ହେବନି ସୁପ୍ରିମକୋର୍ଟ: ସିଜେଆଇ

ନୂଆଦିଲ୍ଲୀ: କରୋନା ପାଇଁ ସମ୍ପୂର୍ଣ୍ଣ ବନ୍ଦ ହେବନି ସୁପ୍ରିମ କୋର୍ଟ । ଏନେଇ ସୁପ୍ରିମକୋର୍ଟ ପ୍ରଧାନ ବଚାରପତି ଜଷ୍ଟିସ ବୋବଡେ ସୂଚନା ଦେଇଛନ୍ତି । ୪ ଆପେକ୍ସ କୋର୍ଟ ବିଚାରପତି, ସୁପ୍ରିମକୋର୍ଟ ଓକିଲ ସଂଘ , ଏମ୍ସ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ କରୋନାକୁ ନେଇ ସୁପ୍ରିମକୋର୍ଟକୁ ପୁରା…

ଓଡ଼ିଶା ଜଙ୍ଗଲରେ ଘୁରି ବୁଲୁଛି ବାସ୍ତବ ଜୀବନର ‘ଟାରଜନ’ !

ଝାରସୁଗୁଡା: ଜଙ୍ଗଲରେ ଉଲଗ୍ନ ହୋଇ ବୁଲିଥିବା ଟାରଜନ କଥା ଆମେ ସମସ୍ତେ ଜାଣିଛନ୍ତି । କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ ଆଜିବି ଏଭଳି ଟାରଜନ ଅଛନ୍ତି ଆଉ ଠିକ କାହାଣୀ ଭଳି ଉଲଗ୍ନ ହୋଇ ଜଙ୍ଗଲରର ଘୁରି ବୁଲୁଛନ୍ତି । ତେବେ କଣ ଆପଣ ବିଶ୍ୱାସ କରିବେ ? ଓଡ଼ିଶାର ଝାରସୁଗୁଡା ଜଙ୍ଗଲରେ…