୧୭ରେ ବହୁମତ ସାବ୍ୟସ୍ତ କରିବାକୁ କମଳନାଥଙ୍କୁ ପତ୍ର ଲେଖିଲେ ରାଜ୍ୟପାଳ
ଭୋପାଳ: ସୋମବାର ମଧ୍ୟପ୍ରଦେଶ ରାଜନୀତିର ନାଟକୀୟ ମୋଡ ଦେଖିବାକୁ ମିଳିଛି । ପ୍ରଥମେ ବିଧାନସଭା କାର୍ଯ୍ୟକାଳକୁ ୨୭ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିଲା । ମାତ୍ର ପରେ ରାଜ୍ୟପାଳ ଲାଲାଜୀ ଟଣ୍ଡନ ସୋମବାର ଏକ ଚିଠିଲେଖି ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଜଣାଇଛନ୍ତି ମାର୍ଚ୍ଚ ୧୭ ଅର୍ଥାତ୍ ମଙ୍ଗଳବାର…