Latest Odisha News

BREAKING NEWS

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ବିଜେଡି ସାଂସଦଙ୍କ ବିରୋଧରେ ନାହିଁ କୌଣସି ଅପରାଧୀକ ମାମଲା

ଭୁବନେଶ୍ୱର : ଓଡିଶାର ୪ର୍ଥ ପର୍ଯ୍ୟାୟ ମତଦାନରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ୬ଟି ଲୋକସଭା ଆସନର ବିଜେଡି ପ୍ରାର୍ଥୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ । ଏନେଇ ଓଡିଶା ନିର୍ବାଚନ ୱାଚ୍ ଓ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ଏକ ମିଳିତ ଅଧ୍ୟୟନରେ ଶୁକ୍ରବାର…

ଓଡିଶାର ୮ଟି ଜିଲ୍ଲାକୁ ଝଡବର୍ଷା ସହ ବଜ୍ରପାତର ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ଶୁକ୍ରବାର ରାତି ୮ଟା ୪୫ ସୁଦ୍ଧା ବର୍ଷା ଘଡଘଡି ଆଶଙ୍କା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି । ବିଭାଗ ପକ୍ଷରୁ କେନ୍ଦୁଝର, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ,…

ସୋସିଆଲ ମିଡିଆରେ ଭାଇରାଲ ହେଲା ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ଭିଡିଓ

ପୁରୀ : ପୁରୀ ଜିଲ୍ଳା ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କ ବିରୋଧରେ ପୋଲିସ ପକ୍ଷରୁ ଲୁକଆଉଟ୍ ନୋଟିସ ଜାରି କରାଯାଇଥିବା ବେଳେ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ସେ ଏକ ଭିଡିଓ ଜାରି କରିଛନ୍ତି । ଶ୍ରୀଯୁକ୍ତ ମିଶ୍ରଙ୍କ ଦ୍ୱାରା ଜାରି କରାଯାଇଥିବା ଭିଡିଓ ଏବେ…

କାକଟପୁର ବିଜେପି ପ୍ରାର୍ଥୀ ରବି ମଲ୍ଲିକଙ୍କୁ ଆକ୍ରମଣ

କୋଣାର୍କ: ପୁରୀ ଜିଲ୍ଲା କାକଟପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥର ରୂପେ ନିର୍ବାଚନ ଲଢୁଥିବା ରବି ମଲ୍ଲିକଙ୍କୁ ଗୁରୁବାର ରାତିରେ ଅଜଣା ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନାନୁଯାୟୀ, ଶ୍ରୀରାମପୁର ଗ୍ରାମରେ କିଛି ନିଜ ଦଳର କର୍ମୀଙ୍କୁ ଭେଟିବାକୁ ରବି…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ବାପା-ପୁଅ ଦୁହେଁ ଧନୀକ ପ୍ରାର୍ଥୀ ତାଲିକାର ଆଗରେ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ସନ ୱାଚ ଏବଂ ଅସୋସିଏସନ ଫର ଡ଼େମୋକ୍ରେଟିକ ରିଫୋର୍ମସ (ଏଡ଼ିଆର)ର ମିଳିତ ଉଦ୍ୟମରେ ହୋଇଥିବା ସର୍ବେକ୍ଷଣ ଅନୁଯାୟୀ, ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ଏବଂ ତାଙ୍କ ବାପା ପିସିସି ସଭାପତି ନିରଞ୍ଜନ…

ଓଜେଇଇ ୱେବସାଇଟରେ ଆଜିଠୁ ଆଡମିଟ୍ କାର୍ଡ ଉପଲବ୍ଧ

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଲାଗି ଶୁକ୍ରବାର ଦିନ ଠାରୁ www.ojee.nic.in ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହୋଇଛି । ଆଜି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଓଜେଇଇ ଅଫିସିଆଲ୍ ୱେବସାଇଟରୁ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ବୋଲି ଓଜେଇଇ ବୋର୍ଡ ପକ୍ଷରୁ…

ବାରାଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ଲାଗି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଏହି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଯେଉଁସବୁ ବରିଷ୍ଠ ବିଜେପି ନେତା ନାମାଙ୍କନ ପତ୍ର ଦାଖଲ…

ସୁକିନ୍ଦା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର : ସୁକିନ୍ଦା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ସୁକିନ୍ଦା ପୋଲିସ ଏବଂ କପିଳାସ ପୋଲିସ ମିଳିତ ଭାବେ ଢେଙ୍କାନାଳ ସ୍ଥିତ କପିଳାସରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ନାମ ସବ୍ୟସାଚୀ ବେଉରା ବୋଲି ଜଣାପଡିଛି । ପୀଡ଼ିତାଙ୍କ ବାପା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା…

ବିସିସିଆଇ ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ସୁଶ୍ରୀ

ଭୁବନେଶ୍ୱର: ଆଇପିଏଲ ଟି-୨୦ ପରି ବିସିସିଆଇର ମହିଳା ଟି-୨୦ ଚ୍ୟାଲେଞ୍ଜ ପ୍ରତିଯୋଗିତା ମେ ୬ରୁ ମେ ୧୧ ତାରିଖ ପର୍ଯ୍ୟନ୍ତ ଜୟପୁରର ସୱାଇ ମାନସିଂ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ମିତାଲି ରାଜ, ହରମନପ୍ରିତ କୌର ଏବଂ ସ୍ମୃତି ମାନ୍ଧନାଙ୍କ ଅଧିନାୟକତ୍ୱରେ ତିନୋଟି…

ବାଲେଶ୍ୱରର ବସ୍ତାରୁ ଜବତ ହେଲା ୨.୩୫ ଲକ୍ଷ ଟଙ୍କା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ନିକଟରେ ଏକ କାରରୁ ଶୁକ୍ରବାର ଦିନ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡ଼ ୨.୩୫ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି । ମିଳିଥିବା ସୂଚନାନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡ଼ ପକ୍ଷରୁ ଯାଞ୍ଚ ସମୟରେ ନାଇକୁଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ…