‘ୟୁପିଏସସି’ ଆଣିଲା ବଡ଼ ପରିବର୍ତ୍ତନ: ଏହି ଉପାୟରେ ଏକ ମୂଲ୍ୟବାନ ପ୍ରୟାସ ବଞ୍ଚାଇ ପାରିବେ ପ୍ରାର୍ଥୀ
ନୂଆଦିଲ୍ଲୀ: ୟୁନିୟନ ଲୋକସେବା ଆୟୋଗ (ୟୁପିଏସସି) ବର୍ତ୍ତମାନ ପ୍ରାର୍ଥୀମାନଙ୍କୁ ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୦ ପାଇଁ ଦାଖଲ ହୋଇଥିବା ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଉଛି ।
ଏକ ବିଜ୍ଞପ୍ତିରେ ଜରିଆରେ ପ୍ରକାଶ ହୋଇଥିବା ତଥ୍ୟ ଅନୁଯାୟୀ, ପ୍ରାର୍ଥୀମାନେ ମାର୍ଚ୍ଚ…