Latest Odisha News

BREAKING NEWS

ଓଡ଼ିଶାର କେଉଁ ଜିଲ୍ଲାକୁ ଝଡ ବର୍ଷା ଆଶଙ୍କା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୭ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର,…

ବର୍ଷା ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବାତିଲ

ଧର୍ମଶାଲା: ବର୍ଷା ଗୁରୁବାର କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି । ଏଠାରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଛି । ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ନ ଥିଲା । ମ୍ୟାଚ ଆରମ୍ଭ ପୂର୍ବରୁ ବର୍ଷା ହେବା ଯୋଗୁ ସମସ୍ତ କ୍ରିକଟପ୍ରେମୀ ବ୍ୟଗ୍ରତା…

ବେଙ୍ଗଲର କଡା ସଂଘର୍ଷ : ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋରଠାରୁ ୭୧ ରନ ପଛରେ

ରାଜକୋଟ:ଚଳିତ ରଣଜୀ ଟ୍ରଫି ଫାଇନାଲରେ ବେଙ୍ଗଲ ୪ର୍ଥ ଦିବସରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି । ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋର ୪୨୫ ରନ ଜବାବରେ ଗୁରୁବାର ଷ୍ଟମ୍ପସ ଅପସାରଣ ବେଳକୁ ବେଙ୍ଗଲ ୬ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରି ନେଇଛି । ଦଳ ଏବେ ସୌରାଷ୍ଟ୍ରର ପ୍ରଥମ ଇନିଂସ ସ୍କୋରଠାରୁ ୭୧…

ଏଣିକି ବାଇକ ସହ ଡବଲ ହେଲ୍‌ମେଟ୍ ବାଧ୍ୟ, ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

ମହାରାଷ୍ଟ୍ର: ଏଣିକି ବାଇକ କିଣିବା ସହ ଡବଲ ହେଲ୍‌ମେଟ୍ ବାଧ୍ୟତାମୂଳକ । ଯଦି ଗାଡି କିଣୁଛନ୍ତି ତେବେ ସାଥିରେ ଗୋଟିଏ ନୁହେଁ ଦୁଇଟି ହେଲମେଟ୍ କିଣିବାକୁ ପଡିବ । ନଚେତ ଆପଣଙ୍କ ଗାଡିର ରେଜିଷ୍ଟ୍ରେସନ ହେବ ନାହିଁ । ଏପରିକି ଗାଡି ରେଜିଷ୍ଟ୍ରେସନ ପୂର୍ବରୁ ଆବେଦନକାରୀଙ୍କ ନିକଟରେ ଦୁଇଟି…

କରୋନା ପ୍ରଭାବ : ୭୦ ଦିନରେ ୧.୧୧ ଲକ୍ଷ କୋଟି କ୍ଷତି ସହିଲେଣି ମୁକେଶ

ନୂଆଦିଲ୍ଲୀ: କରୋନା ପ୍ରଭାବ ଯୋଗୁ ବ୍ୟବସାୟୀମାନେ ବିଶେଷ କ୍ଷତିର ସମ୍ମୁଖୀନ ହେଉଛନ୍ତି । ଭାରତର ମୁକେଶ ଅମ୍ବାନୀ ୭୦ ଦିନ ମଧ୍ୟରେ ୧.୧୧ ଲକ୍ଷ କୋଟି ଟଙ୍କା କ୍ଷତି ସହିଲେଣି । ଏହି କାରଣ ଯୋଗୁ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାର ଶୀର୍ଷ ସ୍ଥାନ ହରାଇଛନ୍ତି । ଶେୟାର ମାର୍କେଟରେ ଏବେ…

ସିଏଏ ଅଭିଯୁକ୍ତଙ୍କ ପୋଷ୍ଟର ନେଇ ଯୋଗୀ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ସମ୍ପୃକ୍ତ ଅଭିଯୁକ୍ତଙ୍କ ହୋର୍ଡିଂକୁ ନେଇ ଯୋଗୀ ସରକାରଙ୍କୁ ତାଗିଦ କରିଛନ୍ତି ସୁପ୍ରିମକୋର୍ଟ । ହିଂସା ସମ୍ପୃକ୍ତ ଅଭିଯୁକ୍ତଙ୍କ ପୋଷ୍ଟର ମାରିବାକୁ ଅଧିକାର କିଏ ଦେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏନେଇ ଯୋଗୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ଜବାବ…

ଦିଲ୍ଲୀ ହିଂସା: ଦୁଇ ପିଏଫ୍‌ଆଇ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ନିକଟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ଦିଲ୍ଳୀ ହିଂସା ପଛରେ ରହିଛି ପିଏଫ୍ ଆଇ ତଥା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ହାତ । ଏନେଇ ତଦନ୍ତରୁ ଦିଲ୍ଲୀ ସ୍ପେଶାଲ ସେଲ୍ ପୋଲିସ ଜାଣିବାକୁ ପାଇଛି । ଏହାପରେ ଗୁରୁବାର ସକାଳେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ…

ଜଗନ୍ନାଥଙ୍କ ଟଙ୍କା ପ୍ରସଙ୍ଗ, ହାଉସ କମିଟି ତଦନ୍ତ କରୁ: ନରସିଂହ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରଙ୍ଗରେ ଆଜି ଗୃହରେ ହଙ୍ଗାମା ହୋଇଛି । ଏହି ପ୍ରସଙ୍ଗରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିରେ ଅଛି ବୋଳି ରାଜ୍ୟ ସରକାର କେମିତି…

ଫ୍ଲୋର ଟେଷ୍ଟ ପାଇଁ ବିଜେପିର ଦାବୀ

ଭୋପାଳ: ମଧ୍ୟପ୍ରଦେଶର ସରକାର ଗଠନ କରିବା ପାଇଁ ବିଜେପି ଜୋରସୋରରେ ଉଦ୍ୟମ ଆରମ୍ଭ କରିଛି । ଅପରପକ୍ଷରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥନ ଇସ୍ତଫା ଦେବା ପରେ କଂଗ୍ରେସ ସରକାର ବଂଚାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରୁଛି । ମାର୍ଚ୍ଚ ୧୬ରେ ବିଜେପି ବିଧାନସଭାରେ ଫ୍ଲୋର ଟେଷ୍ଟ କରିବା…

ୟେସ୍ ବ୍ୟାଙ୍କରେ ୬୫୦ କୋଟି ଜମା ରଖିଛି ଓଏମ୍‌ସି: ବିଷ୍ଣୁ ସେଠୀ

ଭୁବନେଶ୍ୱର: ଜଗନ୍ନାଥଙ୍କ ଟଙ୍କା ପରେ ୟେସ୍ ବ୍ୟାଙ୍କରେ ଓଏମ୍‌ସିର ଟଙ୍କା ଜମାକୁ ନେଇ ଗୃହରେ ଅଭିଯୋଗ ଉଠିଛି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ଅଭିଯୋଗ ଉଠାଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ମାଇନିଂ କର୍‌ପୋରେସନ୍ ୟେସ୍ ବ୍ୟାଙ୍କରେ ୬୫୦ କୋଟି ଜମା ରଖିଛି । ଗତ ବର୍ଷ ଏପ୍ରିଲ…