କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେଲେ କରୋନା ସଦିଗ୍ଧ
ଭୁବନେଶ୍ୱର: ତାମିଲନାଡୁରୁ ଫେରିଥିବା ଜଣେ ବ୍ୟକ୍ତି ଗୁରୁବାର ସନ୍ଧ୍ୟାରେ କରୋନାଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହରେ କ୍ୟାପିଟାଲ୍ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଏହି ବ୍ୟକ୍ତି ଜଣକ ତାମିଲନାଡୁର ଏକ ଖଦି ମିଲରେ କାମ କରୁଥିଲେ ଏବଂ କିଛି…