Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା୧୩-୦୪-୨୦୧୯ ଶନିବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୩ ତାରିଖ ଶନିବାର ମୀନ ୩୦ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ପୂଷ୍ୟା ନକ୍ଷତ୍ର କର୍କଟ ଚନ୍ଦ୍ର ବୃଷ,ସିଂହ ଓ…

ରାଜଧାନୀରେ ଜବତ ହେଲା ୧୪୦ଟି ବିଦେଶୀ ମଦ ବୋତଲ, ୨ ଗିରଫ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୁକ୍ରବାର ଦିନ କମିଶନରେଟ ପୋଲିସ ବିଦେଶୀ ମଦ ଜବତ କରିବା ସହିତ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ସୁଶାନ୍ତ କୁମାର ରାଉତ ଏବଂ ଉମାଶଙ୍କର ସେନାପତି । ଏହି ଦୁଇଜଣ…

ଅନୁଗୁଳରେ ଭୟାବହ ଅଗ୍ନିକାଣ୍ଡ: ୧୨୦ଟି ଘର ଭସ୍ମୀଭୂତ ଓ ବାସହୀନ ହେଲେ ୫୦ଟି ପରିବାର

ଅନୁଗଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରାମୁଣ୍ଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨୦ଟି ଘରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ମିଳିଥିବା ସୂଚନାନୁଯାୟୀ, ଏହି ଅଗ୍ନିକାଣ୍ଡ ଫଳରେ ୫୦ଟି ପରିବାର ସମ୍ପୂର୍ଣ୍ଣ ରୂପେ ଗୃହଶୂନ୍ୟ ହୋଇପଡ଼ିଛନ୍ତି । ଏହି…

ଜାଣନ୍ତୁ, ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’କୁ ନେଇ କ’ଣ ଟ୍ୱିଟ୍ କଲେ ଟାଇଗର

ମୁମ୍ବାଇ : ଷ୍ଟାର କିଡ୍ସ ଟାଇଗର୍ ଶ୍ରଫ୍ ଅଭିନୀତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ର ଟ୍ରେଲର ରିଲିଜ୍ ହୋଇଛି। ଏନେଇ ଟ୍ୱିଟ୍ କରିଛନ୍ତି ଅଭିନେତା ଟାଇଗର୍ । https://twitter.com/iTIGERSHROFF/status/1116591494213726208?s=08 ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ…

ଓଡିଶାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୭୩.୭୬% ମତଦାନ: ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର : ଓଡିଶାରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଚୂଡାନ୍ତ ମତଦାନ ୭୩.୭୬% ରହିଥିଲା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଶୁକ୍ରବାର ଦିନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କେତେକ ପୋଲିଂ…

କେନ୍ଦୁଝର ର‌୍ୟାଲିରେ ବିଜେଡ଼ି ସରକାରକୁ ସମାଲୋଚନା କଲେ ଅମିତ ଶାହ

କେନ୍ଦୁଝର: ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଅମିତ ଶାହ ଦୁର୍ନୀତି, ବିରୋଜଗାରୀ ତଥା ଡ଼ାକ୍ତରଖାନାମାନଙ୍କରେ ଡ଼ାକ୍ତର ନଥିବାକୁ ନେଇ କେନ୍ଦୁଝରଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ…

ମୟୁରଭଞ୍ଜ: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୫ ଛାତ୍ରଛାତ୍ରୀ ଆହତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ରୁରାଲ ଥାନା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବା ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଏକ ସ୍କୁଲ ଅଟୋ କିଛି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରୁ ଘରକୁ ଫେରୁଥିବାବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ…

ପ୍ରିୟଦର୍ଶୀ ମିଶ୍ର ବିଜେଡିର ମୁଖପାତ୍ର ଭାବେ ନିଯୁକ୍ତ

ଭୁବନେଶ୍ୱର : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ପାର୍ଟିର ସାଧାରଣ ସମ୍ପାଦକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀଯୁକ୍ତ ମିଶ୍ର ଉତ୍ତର-ଭୁବନେଶ୍ୱରର ବିଧାୟକ ଭାବେ ରହିଛନ୍ତି । ଚଳିତ ନିର୍ବାଚନରେ…

ମାଲକାନଗିରି: କର୍ମଚାରୀଙ୍କ ସହ ୪ଟି ଲଞ୍ଚକୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭୀମାନ ଅଞ୍ଚଳରେ ଦୁଇଦିନ ପୂର୍ବରୁ ଅଟକ ରଖିଥିବା ୪ଟି ଲଞ୍ଚକୁ ଶୁକ୍ରବାର ଦିନ ଛାଡ଼ିଦେଇଛନ୍ତି । ମାଓବାଦୀମାନେ ପଣସପୁଟରୁ ୨ଟି ଏବଂ ସିନ୍ଧିପୁଟରୁ ୨ଟି ଲଞ୍ଚ ନେଇଯାଇ ଅଟକ ରଖିଥିଲେ । ଏହି ୪ଟି ଲଞ୍ଚ ଗୁଡ଼ିକରେ ୧୨ ଜଣ…

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ସାରଦା ପ୍ରସନ୍ନ ଜେନା

ଭୁବନେଶ୍ୱର : କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନା ଦଳର ପ୍ରାଥମିକତା ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ଆଜି ବିଜୁ ଜନତା ଦଳ (ବିଜେଡି)ରେ ସେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ଜେନା ତାଙ୍କର ସମର୍ଥକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ…