Latest Odisha News

BREAKING NEWS

କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର କର୍ମଚାରୀଙ୍କୁ କରୋନା, ସିଲ୍ ହେଲା ବ୍ଲଡ ବ୍ୟାଙ୍କ

ଭୁବନେଶ୍ୱର: ଆଜି ରାଜଧାନୀରୁ ୧୯ଟି ନୂଆ କରୋନା ମାମଲା ସମ୍ନାକୁ ଆସିଛି । ସେଥିମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ବ୍ଲକ ବ୍ୟାଙ୍କକୁ୨୪ ଘଂଟା ପାଇଁ ସିଲ୍ କରାଯାଇଛି । ସମ୍ପୃକ୍ତ ଆକ୍ରାନ୍ତଙ୍କୁ କୋଭିଡ…

ଭୁବନେଶ୍ୱରର ଡୁମଡୁମା ଅଞ୍ଚଳ କଣ୍ଟେନମେଣ୍ଟ୍ ଜୋନ ଭାବେ ଘୋଷିତ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ରାଜଧାନୀ ଅନ୍ତର୍ଗତ ଡୁମଡୁମାର କିଛି ଅଞ୍ଚଳକୁ ଶନିବାର ଦିନ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ କରିଛି । ଏସମ୍ପର୍କରେ ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ସୁବାଷ ନଗର ବସ୍ତିରେ ୬ଜଣ କରୋନା ପଜିଟିଭ୍ ଚିହ୍ନଟ…

ଦୁଇ ପୁଅଙ୍କ ମାଡରେ ବାପା ମୃତ, ମାଆ ଗୁରୁତର

ପୋଲସରା : ସାହାରା ହେବା ସମୟରେ ଦୁଇ ପୁଅ ପାଲଟିଲେ ବାପା ହତ୍ୟାକାରୀ । ଗଂଜାମ ପୋଲସରା କଳମ୍ବ ବଡସାହିରେ ଘଟିଛି ଏହି ଘଟଣା । ଦୁଇ ପୁଅ ସୁଶାନ୍ତ ଓ ମଙ୍ଗୁଳୁ ମିଶି ବାପା ଅଭିମନ୍ୟୁ ପ୍ରଧାନଙ୍କୁ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏଥି ସହ ମାଆ ଅପସରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି…

ଗରିବ କଲ୍ୟାଣ ରୋଜଗାର ଯୋଜନା: ଓଡିଶା ସମେତ ୬ଟି ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ମିଳିବ କାମ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ୍ ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବା ଦେବା ପାଇଁ କେନ୍ଦ୍ର ସରକାର ଗରିବ କଲ୍ୟାଣ ଯୋଜନା ଲଂଚ କରିଛନ୍ତି । ଲକଡାଉନ ଯୋଗୁଁ ଏହି ପ୍ରବାସୀ ଶ୍ରମିକଙ୍କ ସାମ୍ନାରେ ଦୈନଦିନ ଜୀବନ…

ବର୍ଷା ସହ ବଜ୍ରପାତ ଆଶଙ୍କା: ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ଦିନ ଓଡିଶାର ପ୍ରାୟ ୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ରାୟଗଡା, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ…

ଓଡ଼ିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନ୍ସର

ଭୁବନେଶ୍ୱର: ଓଡ଼ିଆ ଆଲବମ୍ କୁଇନ୍ ଦୀପା ସାହୁଙ୍କୁ କ୍ୟାନ୍ସର । ଆଲବମ୍ ହିରୋଇନ୍ ଦୀପା ସାହୁ ଜରାୟୁ କ୍ୟାନ୍ସର ରୋଗରେ ପୀଡିତ ଥିବା ଜଣାପଡିଛି । ଏହା ଜଣାପଡିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱେଚ୍ଛାସେବୀ ଅଖିଳ ପଟ୍ଟନାୟକ ଓ ପ୍ରଶାନ୍ତ ଦୀପା ସାହୁଙ୍କୁ…

ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଦେଲା ବିଏସଏଫ

ଶ୍ରୀନଗର: ସୀମା ସୁରକ୍ଷା ବଳ (ବିଏସଫ) ଜମ୍ମୁ ଓ କାଶ୍ମୀର ଅନ୍ତର୍ଗତ କାଠୁଆ ଜିଲ୍ଲା ଅନ୍ତର୍ଜାତୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନ୍ ସନ୍ଦେହ ଜନକ ଭାବେ ଉଡୁଥିବା ବେଳେ ତାକୁ ଗୁଳି କରି ଖସାଇ ଦେଇଛନ୍ତି । ଏହାଦ୍ୱାରା ଭାରତୀୟ ସୀମାରେ ଡ୍ରୋନ ମାଧ୍ୟମରେ ପାକିସ୍ତାନର ବୋମା ପକାଇବାର ବଡ଼…

ଭୁବନେଶ୍ବରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୯ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ମୋଟ ସଂଖ୍ୟାକୁ ୧୮୪ ଛୁଇଁଛି। ଏହି ମାମଲାଗୁଡ଼ିକ ମଧ୍ୟରୁ ୧୫ଟି ସ୍ଥାନୀୟ ମାମଲା ଏବଂ ଚାରିଟି ହୋମ୍ କ୍ବାରେନଣ୍ଟାଇନର ରହିଛି। ତେବେ ସମସ୍ତ ରୋଗୀଙ୍କୁ କୋଭିଡ…

ସ୍ନାନଯାତ୍ରା ଭଳି ରଥଯାତ୍ରା କରାଯାଉ: ପିସିସି ସଭାପତି

ଭୁବନେଶ୍ୱର: ରଥଯାତ୍ରା ନେଇ ସରକାର ପୁନଃବିଚାର କରିବା ଉଚିତ କି । ଆଜି ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯେ, କଟକଣା ଭିତରେ ରଥଯାତ୍ରା କରିହେବ । ସଟଡାଉନ୍ କରି ସ୍ନାନ ଯାତ୍ରା ଭଳି ରଥଯାତ୍ରା କରନ୍ତୁ ସରକାର । ସେପଟେ ବରିଷ୍ଠ ବିଜେପି…

ଓଡିଶାର ୨ ନୂଆ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନାମ ଘୋଷଣା କଲେ ରାଜ୍ୟପାଳ

ଭୁବନେଶ୍ୱର: ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି (ଭିସି) ପ୍ରଫେସର ଦୀପକ କୁମାର ବେହେରା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋବିନ୍ଦ ଜେ ଚକ୍ରପାଣି ଯଥାକ୍ରମେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ମନୋନୀତ ହୋଇଛନ୍ତି । ଉଭୟ ଦୀପକ ଏବଂ…