ଦେଶ ଛାଡି ଯାଉଥିବା ରାଣା କାପୁରଙ୍କ ଝିଅ ମୁମ୍ବାଇ ବିମାନ ବନ୍ଦରରେ ଅଟକ
ମୁମ୍ବାଇ: ୟେସ ବ୍ୟାଙ୍କର ପ୍ରତିÂାତା ରାଣା କାପୁରଙ୍କ ଝିଅ ରୋଶନୀ କାପୁରଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ପୋଲିସ ଦେଶ ଛାଡି ଯିବାକୁ ଅନୁମତି ଦେଇନି । ବ୍ରିଟିଶ ଏୟାରୱେଜରେ ରୋଶନୀ ଦେଶ ଛାଡିବା ପାଇଁ ଯୋଜନା କରୁଥିଲେ ।
ପୂର୍ବରୁ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ରାଣା କାପୁର, ପତ୍ନୀ…