ବିଜେଡ଼ି କାଉନସିଲର ହତ୍ୟାକାଣ୍ଡ: ୨ ବିଜେପି ନେତାଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ
କଟକ: ଛତ୍ରପୁର ମ୍ୟୁନିସିପାଲିଟିର ବିଜେଡ଼ି କାଉନସିଲର ଲକ୍ଷ୍ମୀଦ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ୨ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଦିନ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏହି ହତ୍ୟାକାଣ୍ଡ ୨୦୧୭ ମସିହାରେ ଘଟିତ ହୋଇଥିଲା ।…