ଆଜି ରଜ ସଂକ୍ରାନ୍ତି; କଟକଣା ସତ୍ତ୍ୱେ ଜମୁଛି ପିଠା ଓ ମିଠାର ଆସର
ଭୁବନେଶ୍ୱର: ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବର ଆଜି ହେଉଛି ଦ୍ଵିତୀୟ ଦିନ। ଏହାକୁ ସାଧାରଣତଃ ମଝି ରଜ ବା ରଜ ସଂକ୍ରାନ୍ତି ବୋଲି କୁହାଯାଏ। କରୋନା କଟକଣା ସତ୍ତ୍ୱେ ଘରେ ଘରେ ଚାଲିଛି ରଜ ମଉଜ । ଘରେ ରହି ଲୋକ ପାଳନ କରୁଛନ୍ତି ରଜ। ନିଜ ଅଗଣାରେ ଦୋଳି ଖେଳି, ପିଠା ଖାଇ…