Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର: କୁପୱାଡାରେ ସେନା ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ କୁପୱାଡା ଜିଲ୍ଲାର ହିନ୍ଦୱାଡାସ୍ଥିତ ଲଙ୍ଗେଟ୍ ଅଞ୍ଚଳରେ କେତେକ…

ଶିରୁଳି ମହାବୀରଙ୍କ ମସ୍ତକରେ ବସିଲା ଲକ୍ଷ୍ମୀ ପେଚା, ଶୁଭ ଲକ୍ଷଣ ଦେଖିବାକୁ ମନ୍ଦିରରେ ଭିଡ଼

ପୁରୀ: ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶିରୁଳି ଗ୍ରାମରେ ଗୁରୁବାର ଦିନ ଏଠାରେ ଥିବା ପ୍ରସିଦ୍ଧ ମହାବୀର ହନୁମାନଜୀଙ୍କ ବିଗ୍ରହ ମସ୍ତକରେ ଏକ ଧଳା ପେଚା ବସିଥିବାର ଜଣାପଡ଼ିବା ପରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ, ପୁରୀ ଜିଲ୍ଲା…

ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଆସନ୍ତାକାଲି ମୁକ୍ତ କରାଯିବ: ଇମ୍ରାନ ଖାନ୍

ନୂଆଦିଲ୍ଲୀ: ଶାନ୍ତି ପ୍ରତିଷ୍ଠା ଲାଗି ଭାରତୀୟ ପାଇଲଟ୍ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ କରାଯିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବୁଧବାର ଦିନ କହିଛନ୍ତି । #WATCH: US President says, "I think reasonably attractive news from Pakistan & India,…

ବାୟୁସେନା ପାଇଲଟ୍ ଅଭିନନ୍ଦନ ନିରାପଦରେ ଫେରିଆସିବାକୁ ନବୀନଙ୍କ ପ୍ରାର୍ଥନା

ଭୁବନେଶ୍ୱର : ଭାରତୀୟ ବାୟୁସେନା ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଥିବା ଖବର ପ୍ରଚାର ହେବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଅଭିନନ୍ଦନ ସକୁଶଳେ ଭାରତ ଫେରାଇ ଆଣିବାକୁ ସମଗ୍ର ଦେଶବାସୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିବା…

୧୫ କିମି. ଚାଲି ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ଛାତ୍ରଛାତ୍ରୀ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲର ପ୍ରାୟ ୧୭ଜଣ ଛାତ୍ର ଗୁରୁବାର ଦିନ ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚିବା ଭଳି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି। ମିଳିଥିବା ସୂଚନାନୁଯାୟୀ ଉକ୍ତ…

ସୋସିଆଲ୍ ମିଡ଼ିଆରେ ‘ଯୁଦ୍ଧକୁ ନା’, ‘ଅଭିନନ୍ଦନଙ୍କୁ ଭାରତ ଫେରାଅ’ ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ତଥା ପାଇଲଟଙ୍କୁ ପାକିସ୍ତାନୀ ସୈନ୍ୟ ଦ୍ୱାରା ଧରାପଡ଼ିଥିବା ନେଇ ବିଭିନ୍ନ ଫଟୋ ଓ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି ସୋସିଆଲ୍ ମିଡ଼ିଆରେ । ଭାରତୀୟ ପାଇଲଟ୍ ଅଭିନନ୍ଦନଙ୍କୁ ଧରି ତାଙ୍କର ବିଭତ୍ସ ମୁହଁର ଫଟୋ ଓ ଭିଡ଼ିଓକୁ ପାକିସ୍ତାନୀ ନାଗରିକ…

ଗୋପାଳପୁର ପୋର୍ଟରେ ୨ଟି ବର୍ଥକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗୋପାଳପୁର ପୋର୍ଟରେ ନବନିର୍ମିତ ଦ୍ୱିତୀୟ ଓ ତୃତୀୟ ବର୍ଥକୁ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହା ଦ୍ୱାରା ଉତ୍ପାଦନ ୨ମିଲିଅନ୍ ଟନରୁ ୨୦ ମିଲିଅନ୍ ଟନକୁ ବୃଦ୍ଧି ପାଇବ । ୮ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମଧ୍ୟ ମିଳିବ ବୋଲି ଏହି…

ରାଜ୍ୟରେ ଝଡବର୍ଷା ଜାରି, ଆହୁରି ୧୨ ଘଣ୍ଟା ବର୍ଷିବ: ପାଣିପାଗ ବିଭାଗ

ଭୁବନେଶ୍ୱର : ଆଗାମୀ ୧୨ ଘଣ୍ଟା ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଝଡବର୍ଷାର ପ୍ରଭାବ ପଡିବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଜୀବନ ବାସ୍କେ ଗଣମାଧ୍ୟମକୁ ସୂଚନା ଦେଇ…

ଜୈଶ ଆତଙ୍କବାଦୀ ମାସୁଦ ଆଝାରକୁ ବ୍ଲାକଲିଷ୍ଟ କରିବାକୁ ଜାତିସଂଘରେ ଆମେରିକା-ବ୍ରିଟେନ ଓ ଫ୍ରାନ୍ସର ଦାବି

ଜାତିସଂଘ : ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶ-ଇ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାରକୁ କଳା ତାଲିକା ଭୁକ୍ତ କରିବା ପାଇଁ ଜାତିସଂଘରେ ଏକ ପ୍ରସ୍ତାବ ଆଗତ ହୋଇଛି । ସେହିପରି ଗ୍ଲୋବାଲ ଟେରୋରିଷ୍ଟ (ବିଶ୍ୱ ଆତଙ୍କବାଦୀ ତାଲିକାଭୁକ୍ତ) ଘୋଷଣା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ନିକଟରେ…

ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ର କ୍ୟାଡ଼ର ପୁନର୍ଗଠନକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ସେବା (ବିଦ୍ୟାଳୟ ଶାଖା)ର କ୍ୟାଡ଼ର ପୁନର୍ଗଠନକୁ କ୍ୟାବିନେଟ ଅନୁମୋଦନ କରିଛି । ରାଜ୍ୟ ସରକାରଙ୍କ ଏହି କ୍ୟାବିନେଟ ମୋହର ଲାଗିବା ଫଳରେ ଶିକ୍ଷା ଅଧିକାରୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ଏଠାରେ ସୂଚନାଯୋଗ୍ୟ, ଶିକ୍ଷା କ୍ଷେତ୍ରରେ ଯୁବ…