ବାବୁସାନଙ୍କ ନୂଆ ଅବତାର…
ଭୁବନେଶ୍ବର: ଓଡ଼ିଆ ସିନେ ଜଗତର ଲୋକପ୍ରିୟ ନାୟକ ବାବୁସାନ୍। ବିଭିନ୍ନ ସମୟରେ ସେ ଅନେକ ଚରିତ୍ରରେ ନଜର ଆସିଛନ୍ତି। ବାବୁସାନ ଅଭିନୟ କରିଥିବା ପ୍ରତିଟି ଚରିତ୍ରକୁ ନିଖୁଣ ଭାବେ ପ୍ରତିଫଳନ କରାଇବାରେ ସେ ସଫଳ ହୋଇଛନ୍ତି।
ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଥିବା ବାବୁସାନ…