ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ହେଲେ ନବୀନ
ଭୁବନେଶ୍ୱର: ପୁଣି ଥରେ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ସଭାପତି ହୋଇଛନ୍ତି । ଅଷ୍ଟମ ଥର ଲାଗି ବିଜୁ ଜନତା ଦଳର ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ନବୀନ । ରାଜ୍ୟ ପରିଷଦ ବୈଠକରେ ରିଟର୍ଣ୍ଣିଂ ଅଫିସର ପ୍ରତାପ ଦେବ ନବନିର୍ବାଚିତ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ।
ଅଷ୍ଟମ ଥର ଦଳର ମଙ୍ଗ…