ଭୁବନେଶ୍ୱରରେ ହଂସପାଳ ଫ୍ଲାଏଓଭରର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର: ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀ ସୋମବାର ଦିନ ୧୬ନଂ ଜାତୀୟ ରାଜପଥରେ ଥିବା ରାଜଧାନୀ ଭୁବନେଶ୍ୱରର ହଂସପାଳ ଫ୍ଲାଏଓଭର ଓଭରର ମୂଳଦୁଆ ପକାଇଛନ୍ତି।
ଇଞ୍ଜିନିୟରିଂ, କ୍ରୟ ଏବଂ କନଷ୍ଟ୍ରକସନ (ଇପିସି) ମୋଡରେ ଆନୁମାନିକ ୩୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି…