ମହାଶିବରାତ୍ରୀ ଲାଗି ଲିଙ୍ଗରାଜ ମନ୍ଦିରରେ କିଭଳି ରହିଛି ବ୍ୟବସ୍ଥା, ଜାଣନ୍ତୁ
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ପାଳିତ ହେବାକୁ ଥିବା ମହାଶିବରାତ୍ରୀ ପର୍ବକୁ ସୁବ୍ୟବସ୍ଥିତ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି ।
ଏହି ଅବସରରେ ସୁବ୍ୟବସ୍ଥିତ ପରିଚାଳନା ଲାଗି ଗତକାଲି ରାତିରେ ଏକ…