Latest Odisha News

BREAKING NEWS

ଭାରତର ଏହିସ୍ଥାନରେ ଭଉଣୀକୁ ବିବାହ କରେ ଭାଇ, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ସଭ୍ୟତା ଓ ସଂସ୍କୃତି ନାମରେ ଆମେ ଏଭଳି ଅନେକ କିଛି କରିଥାଉ ଯାହା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ଆମକୁ କଷ୍ଟ ପହଞ୍ଚାଇ ଥାଏ। ଭାରତରେ ଆଜି ମଧ୍ୟ ଏହିପରି ଅନ୍ଧବିଶ୍ବାସୀ ପରମ୍ପରା ଜାରି ରହିଛି। ଏହିସବୁକୁ ଲୋକେ ନିଷ୍ଠାର ସହ ପାଳନ କରିଥାନ୍ତି । ଏହିପରି ଏକ ପରମ୍ପରା ବିଷୟରେ…

ଭାରତର ଏହି ମନ୍ଦିରରେ ମା’ ପାର୍ବତୀଙ୍କୁ ବିବାହ କରିଥିଲେ ମହାଦେବ !

ମଦୁରାଇ: ତାମିଲନ଼ାଡ଼ୁର ମଦୁରାଇ ସହରରେ ରହିଛି ମାଆ ମିନାକ୍ଷୀଙ୍କ ମନ୍ଦିର । ଏହାର କାରୁକାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟରୀର ।ପରିଷ୍କାର ପରିଚ୍ଛନ ମନ୍ଦିର ମାନଙ୍କର ତାଲିକାରେ ମଧ୍ୟ ଏହି ମନ୍ଦିର ଅର୍ନ୍ତଭୁକ୍ତ। ମନ୍ଦିରର ଗର୍ଭଗୃହ ପ୍ରାୟ ୩୫୦୦ ବର୍ଷ ପୁରୁଣା ବୋଲି ମଧ୍ୟ ମାନ୍ୟତା ରହିଛି।…

ମହାଶିବରାତ୍ରି ପାଇଁ ସୁରକ୍ଷା ବ୍ୟବସ୍ଥା ହେବ କଡାକଡି: ସିସିଟିଭି ନଜରରେ ରହିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ମହାଶିବରାତ୍ରି । ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି । ମହା ଶିବରାତ୍ରିରେ ହେବାକୁ ଥିବା ପ୍ରବଳ ଜନସମାଗମକୁ ସୁରୁଖୁରୁରେ ଦର୍ଶନ କରାଇବା ନେଇ କମିଶନରେଟ ପୋଲିସ ପକ୍ଷରୁ ସୋମବାର ସନ୍ଧ୍ୟାରେ…

ଝାଡ଼ଖଣ୍ଡରୁ ଉଦ୍ଧାର ହେଲା ନିଖୋଜ ନାବାଳିକା; ଅଭିଯୁକ୍ତ ଗିରଫ

କୁଜଙ୍ଗ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କଙ୍କରଡ଼ିଆ ଗ୍ରାମର ଜନୈକା ନାବାଳିକାକୁ ଗତକାଲି କୁଜଙ୍ଗ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲା ବରହୈତ ଥାନା ଅଧୀନ ଦୁମାରିଅ ଗ୍ରାମରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ମିଳିଥିବା ସୂଚନାନୁଯାୟୀ,…

ଆହୁରି କମିଲା ସୁନାଦର: ଭୁବନେଶ୍ୱରରେ କେତେ ରହିଛି ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ସୁନାର ଚାହିଦା କାମୁଥିବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଆନ୍ତର୍ଜାତୀୟ ବଜାରରେ ଶୁଦ୍ଧ ବା ୨୪ କ୍ୟାରେଟ ସୁନାଦର ପ୍ରତି ୧୦ ଗ୍ରାମ ୦.୧୯ ପ୍ରତିଶତ ହ୍ରାସ ପାଇ ୪୦,୯୦୭ ଟଙ୍କାରେ ପହଞ୍ଚିଛି । କରୋନା ଆତଙ୍କରେ ସୁନାଦର ହ୍ରାସ…

ଆଜିଠୁ ଟାଣ ହେବ ଖରା; ବଢିବ ରାତିର ତାପମାତ୍ରା

ଭୁବନେଶ୍ୱର: ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଫେବୃଆରୀ ୧୫ ତାରିଖରୁ ରାଜ୍ୟରେ ଶୀତର ପ୍ରଭାବ କମ୍ ହୋଇ ଖରାର ପ୍ରଭାବ ବଡିଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦିନର ତାପମାତ୍ରା ପାଖାପାଖି ୩୫ଡିଗ୍ରୀ ରହିଥିବା ବେଳେ ରାତିର ସର୍ବନିମ୍ନ ତାପମାତ୍ରା ଧୀରେ ଧୀରେ ବଢ଼ିବାରେ ଲାଗିଛି । ପାରାଦୀପ,…

କରୋନା ଭାଇରସ: ଚୀନରେ୧୯୦୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଦିନକୁ ଦିନ ଏହା ସୀମା ଲଙ୍ଘି ଚାଲିଛି । ଏହାର ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ପବନ ବେଗରେ ବଢିବାରେ ଲାଗିଛି । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୧୮୬୮ ଜୀବନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କରୋନା…

ରାଜଧାନୀରେ ଢେଙ୍କାନାଳ ଉତ୍ସବ…

ଚନ୍ଦ୍ରଶେଖରପୁର: ଢେଙ୍କାନାଳ ସାଂସ୍କୃତିକ ପରିଷଦ, ଭୁବନେଶ୍ବର ପକ୍ଷରୁ ମଞ୍ଚେଶ୍ବରସ୍ଥିତ ରେଳ ଅଡିଟୋରିୟମ୍‌ଠାରେ ଢେଙ୍କାନାଳ ଉତ୍ସବ ଅନୁଷ୍ଠିତ ହୋଇଛି। ଢେଙ୍କାନାଳରେ ଜନ୍ମିତ ହୋଇ ରାଜ୍ୟକୁ ଗର୍ବିତ କରିଥିବା ବ୍ୟକ୍ତିବିଶେଷ ଏଥିରେ ଯୋଗଦେଇ ରାଜଧାନୀର ଏକ ରାସ୍ତାକୁ ବାଜି ରାଉତଙ୍କ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୮-୦୨-୨୦୨୦ ମଙ୍ଗଳବାର  ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା ୧୮ ରିଖ ମଙ୍ଗଳବାର କୁମ୍ଭ ୬ ଦିନ   ଫାଲଗୁନ ମାସ କୃଷ୍ଣ ପକ୍ଷ ଦଶମୀ ତିଥି  ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର  ଘାତ ବାର-: ମକର   ରାଶିର ଘାତ ଚନ୍ଦ୍ର-: ତୁଳା ଓ କୁମ୍ଭ ରାଶିର ପୁରୁଷ ଓ…

ଏସଇବିସି/ଓବିସିଙ୍କ ସାମାଜିକ, ଶିକ୍ଷାଗତ ସର୍ଭେ ଲାଗି ବିଧାନସଭାରେ ଗୃହିତ ହେଲା ସଂକଳ୍ପ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆବର୍ଗ ଏବଂ ଓବିସିଙ୍କ ସର୍ଭେ ଲାଗି ସୋମବାର ଦିନ ସଂକଳ୍ପ ପାରିତ ହୋଇଛି । ଏହି ସଂକଳ୍ପଟିକୁ ଗୃହରେ ଅନୁସୂଚୀତ ଜାତି, ଜନଜାତି ଓ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଆଗତ କରିଥିଲେ । “ ଏହା…