ଭୁବନେଶ୍ୱରରେ ପହଞ୍ଚିଲେ ନରେନ୍ଦ୍ର ମୋଦି
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ଦିନିକିଆ ଓଡ଼ିଶା ଗସ୍ତକ୍ରମରେ ଭୁବ ନେଶ୍ୱରରେ ପହଞ୍ଚିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଓଡ଼ିଶା ରାଜଧାନୀ ଭୁବନେଶ୍ୱରସ୍ଥ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନ ବନ୍ଦରଠାରେ ପହଞ୍ଚିବା…