ଆପଣ ପସନ୍ଦ କରିଥିବା ମ୍ୟାଟ୍ରିମୋନିଆଲ ପ୍ରୋଫାଇଲ ଅସଲି କି ନକଲି ଏହିପରି ଜାଣନ୍ତୁ !
ଭୁବନେଶ୍ୱର: ଆଜିକାଲି ସବୁ ଅନଲାଇନ ହୋଇ ଗଲାଣି । ପାରିବ କିଣିବା ଠାରୁ ଆରମ୍ଭ କରି ବର ଖୋଜିବା ଯାଏଁ ଆଜିର ପିଢ଼ି ଅନଲାଇନ ଉପରେ ଦେଉଛନ୍ତି ବେଶ୍ ଗୁରୁତ୍ୱ ।
ପୂର୍ବରୁ ବିବାହ ସ୍ଥିର କରିବାରେ ସମ୍ପର୍କୀୟମାନେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବେଳେ ବର୍ତ୍ତମାନ ଯୁଗ ବଦଳିଛି। ଏବେ…