Latest Odisha News

BREAKING NEWS

ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ଜାଳିଦେଲା ୫.୩କୋଟି ଟଙ୍କା

ଓଟୱା: ଏଠାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଛାଡପତ୍ର ପରେ ପତ୍ନୀଙ୍କୁ ଟଙ୍କା ଦେବାକୁ ପଡିବ ବୋଲି ସ୍ୱାମୀ ୫.୩କୋଟି ଟଙ୍କାରେ ନିଆଁ ଲଗାଇ ଜାଳିଦେଲା । କାନାଡାରେ ଏହି ଘଟଣାଟି ଘଟିଛି । ବ୍ୟବସାୟୀ କେଭିନ ଫିଲିପ୍ସ କୋର୍ଟ ସମ୍ମୁଖରେ ସ୍ୱୀକାର କରିଥିଲେ ଯେ, ୬ଟି ବ୍ୟାଙ୍କ…

ବଲୁଚିସ୍ତାନରେ ୨୦୦ ବର୍ଷର ପୁୁରାତନ ହିନ୍ଦୁ ମନ୍ଦିର ଖୋଲାଗଲା

ଲାହୋର: ପାକିସ୍ତାନ ସରକାର ପ୍ରଥମଥର ପାଇଁ ବଲୁଚିସ୍ତାନରେ ଥିବା ୨୦୦ ବର୍ଷର ପୁରାତନ ମନ୍ଦିର ହିନ୍ଦୁ ଭକ୍ତଙ୍କ ପାଇଁ ଖୋଲାଯାଇଛି । ୩୨ ବର୍ଷ ତଳେ ଏହି ମନ୍ଦିର ମଧ୍ୟରେ ଜୋର ଜବରଦସ୍ତ ଏକ ସ୍କୁଲ ଖେଳାଯାଇଥିଲା । ତହ୍ଲା ସଲୀମ ଏବଂ ସ୍ଥାନୀୟ ମସଜିଦର ଇମାମ ମୌଲାନା ଆଲ୍ଲା ଦାଦ ଖାଁଙ୍କ…

ଗଞ୍ଜାମ ବସ୍ ଦୁର୍ଘଟଣା: ଶକ୍ତି ବିଭାଗ, ଡ୍ରାଇଭରଙ୍କୁ ଦାୟୀ କଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବରଯାତ୍ରୀ ବସରେ ନିଆଁଲାଗି ୯ ଜଣଙ୍କ ମୃତ୍ୟୁ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର । ଏହି ଦୁର୍ଘଟଣାରେ ଶକ୍ତି ବିଭାଗକୁ ଦୋଷ…

ବନାରସ ଇଟା ଭାଟିରେ ଓଡିଆ ଦାଦନ ଶ୍ରମିକ; ବନ୍ଧୁକ ମୁନରେ କାମ କରିବାକୁ ହେଉଛନ୍ତି ବାଧ୍ୟ

ରାଉରକେଲା: ଓଡିଶାର ଅନେକ ଦାଦନ ଶ୍ରମିକ ଉତ୍ତର ପ୍ରଦେଶର ବନାରସରେ ଏକ ଇଟା ଭାଟିରେ ଫସି ରହିଛନ୍ତି ଓ ନିର୍ଯ୍ୟାତିତ ହେଉଥିବାର ଅଭିଯୋଗ ସାମନାକୁ ଆସିଛି । ଜିତୁ ଓରାମ ନାମକ ଜଣେ ଶ୍ରମିକ ଇଟା ଭାଟିରୁ ପଳାଇବାରେ ସଫଳ ହୋଇ ରାଉରକେଲା ଫେରିବା ପରେ ଏହି ମାମଲାକୁ ସାମନାକୁ ଆସିଛି । ସୂଚନା…

ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ନେଇ ସନ୍ଦେହ ପ୍ରକଟ କଲେ କେଜରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ପ୍ରତିଶତ ପ୍ରକାଶରେ ବିଳମ୍ବ ହେବା ନେଇ ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୱାଲ ସନ୍ଦେହ ପ୍ରକାଶ କରିଛନ୍ତି । ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ନିର୍ବାଚନ ସରିଲା । ତେବେ ପ୍ରତିଶତ ପ୍ରକାଶ ନେଇ ଏତେ ବିଳମ୍ବ କାହିଁକି ହେଉଛି ବୋଲି ସେ…

ଆକାଶବାଣୀର ଶିଶୁ କଳାକାର ଭାବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ରଛାତ୍ରୀ ମନୋନୀତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ପ୍ରିଶା ସାନ୍ୟାଲ୍ ଆଇଚ, ପ୍ରଜ୍ୱଳ ସୁତାର ଓ ରିଷନ ଚକ୍ରବର୍ତ୍ତୀ କଟକସ୍ଥିତ ଅଲ ଇଣ୍ଡିଆ ରେଡିଓର ଶିଶୁ କଳାକାର ଭାବେ ମନୋନୀତ ହୋଇ ଗୌରବ ଆଣିଦେଇଛନ୍ତି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଗତ ଜାନୁଆରୀ ମାସରେ କଟକରେ ଆୟୋଜିତ ଶିଶୁ ସଙ୍ଗୀତ…

ପକ୍କା ଘର ବଣ୍ଟନ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି

ଭୁବନେଶ୍ୱର: ଗରୀବ ହିତାଧିକାରୀଙ୍କୁ ପକ୍କାଘର ବଣ୍ଟନରେ ବିଳମ୍ବ ହେବାକୁ ନେଇ ଆଜି ସରକାରଙ୍କୁ ଘେରିଛି ବିଜେପି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରେସମିଟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା…

୨୪ ଘଂଟା ପରେ ଇସିଙ୍କ ଘୋଷଣା: ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ: ନିର୍ବାଚନ କମିଶନନ ୨୪ ଘଂଟା ପରେ ମତ ପ୍ରତିଶତ ଜାରି କରିଛନ୍ତି । ଅଫିସିଆଲ ଭାବେ ଦିଲ୍ଲୀରେ ୬୨.୫୯ ପ୍ରତିଶତ ଭୋଟିଂ ହୋଇଥିବା ଘୋଷଣା କରାଯାଇଛି । ପ୍ରତ୍ୟେକ ବୁଥରୁ ସମସ୍ତ ତଥ୍ୟ ସଂଗ୍ରହ କରିବା ଯୋଗୁ ଏହାର ପ୍ରକାଶ ନେଇ ବିଳମ୍ବ ହେଲା ବୋଲି ଚିଫ ଇଲୋକଟରାଲ ଅଫିସର ରଣବୀର ସିଂ…

ଆସନ୍ତୁ ଜାଣିବା ସେକ୍ସିଏଷ୍ଟ ବାର୍ଡ ସମ୍ପର୍କରେ

ନୂଆଦିଲ୍ଲୀ: ଆଫ୍ରିକାର ସେକ୍ସିଏଷ୍ଟ ବାର୍ଡ ଏବେ ଇଂଟରନେଟ ସେନଶେସନ ସାଜିଛି । ସୋସିଆଲ ନେଟୱର୍କରେ ଏହି ପକ୍ଷୀର ଫଟୋ ଭାଇରାଲ ହୋଇଛି । ଟ୍ୱିଟ୍ଟରରେ ଜୋର୍ଡାନ ବ୍ଲାକ ନାମକ ବ୍ୟକ୍ତି ଏହି ପକ୍ଷୀର ଫଟୋ ଶେୟାର କରିବା ପରେ ସମସ୍ତେ ଏହାକୁ ପସନ୍ଦ କରିଛନ୍ତି । ପକ୍ଷୀଟୀର ପ୍ରକୃତ ନାମ…

ଜାପାନରୁ ଫେରିଲା ୨ ଓଡ଼ିଆ ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଜାପାନ ଟୋକିଓ ସହରରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଓଡ଼ିଆ ଯୁବକଙ୍କର ମରଶରୀର ରବିବାର ଦିନ କୋଲକତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି । ସେମାନେ ହେଲେ ବାଲେଶ୍ୱର କମର୍ଦ୍ଦାର ଶେଖ୍ ମଣ୍ଟାଜ୍ ଏବଂ ଯାଜପୁର ବଡ଼ଚଣାର ଶେଖ୍…