ଖୋର୍ଦ୍ଧା: କାଳୀ ମନ୍ଦିରରୁ ସୁନା ଅଳଙ୍କାର ସହ ମୂଲ୍ୟବାନ ସାମଗ୍ରୀ ଲୁଟିଲେ ଦୁର୍ବୃତ୍ତ
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ନିକଟସ୍ଥ କାଳୀ ମନ୍ଦିରରୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ଦେବୀଙ୍କ ଗହଣା ସହିତ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଅନେକ ମୂଲ୍ୟବାନ ଜିନିଷ ଚୋରି କରିଛନ୍ତି ।…