ଟୋକିଓ ଅଲିମ୍ପିକ୍ସ: ପ୍ରଥମ ମହିଳା ଭାବେ ମଶାଲ ଶୋଭାଯାତ୍ରା ଆରମ୍ଭ କରିବେ କୋରାକାକି
ଟୋକିଓ: ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଖୁବ୍ ଶୀଘ୍ର ମଶାଲ ଶୋଭାଯାତ୍ରା ଆରମ୍ଭ ହେବାକୁ ଯାଉଛି । ଗ୍ରୀସର ଅଲିମ୍ପିକ ପଦକ ବିଜେତା ଶୁଟର ଆନା କୋରାକାକି ପ୍ରଥମେ ମଶାଲ ଧରିବେ । ସେ ପ୍ରଥମ ମହିଳା ଆଥଲେଟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହେବାକୁ ଯାଉଛନ୍ତି ।
ମାର୍ଚ୍ଚ ୧୨ରେ ପ୍ରାଚୀନ…