ଓଡିଶାର ହକି ଖେଳାଳିଙ୍କୁ ନେଇ ‘ହକି ହୈ ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର: ଓଡିଶାରେ ହକି ବିଶ୍ୱକପ ଚାଲୁଥିବା ବେଳେ ଓଡିଶାର ଜନଜାତି ହକି ଖେଳାଳି ମାନଙ୍କ ଉପରେ ପୁସ୍ତକ ‘ହକି ହୈ ଜିନ୍ଦେଗୀ’ ପୁସ୍ତକକୁ ଲୋକାର୍ପିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶିଷ୍ଠ କ୍ରୀଡା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ ବର୍ଷ ବ୍ୟାପି ପରିଶ୍ରମ ଆଧାରରେ…