Latest Odisha News

BREAKING NEWS

ରାଜଧାନୀରେ ଜମୁଛି ଆଦିବାସୀ ମେଳାର ସମ୍ଭାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଇଡକଲ ପ୍ରଦର୍ଶନୀ ପଡିଆରେ ଚଳିତ ବର୍ଷ ଆଦିବାସୀ ମେଳା ଅନୁଷ୍ଠିତ ହୋଇଛି । ଆଦିବାସୀ ସମ୍ପ୍ରଦାୟର କଳା ସଂସ୍କୃତି ଜୀବନ ଧାରଣର ଶୈଳୀ ଚିତ୍ରକଳା ଓ ସ୍ଥାପତ୍ୟକୁ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟ ଓ ଆଦିବାସୀଙ୍କ ସାମଗ୍ରୀ ବିକ୍ରୀ କରିବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୮-୧-୨୦୨୦ ମଙ୍ଗଳବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୮ ରିଖ ମଙ୍ଗଳବାର ମକର ୧୪ ଦିନ ମାଘମାସ ଶୁକ୍ଳ ପକ୍ଷ ତୃତୀୟା ଭୁକ୍ତ ଚତୁର୍ଥୀ ତିଥି ପୂର୍ବଭାଦ୍ରପଦ ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-:…

ନୂଆ ରୂପ ନେବ ଏକାମ୍ର କ୍ଷେତ୍ର; ବିସ୍ଥାପିତଙ୍କ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନୂଆ ରୂପ ନେବ ଏକାମ୍ର କ୍ଷେତ୍ର । ପୁରୀ ଶ୍ରୀମନ୍ଦିର ଢ଼ାଂଚାରେ ହେବ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର । ଏହାର ଆଖପାଖ ଅଞ୍ଚଳକୁ କରାଯିବ ସୌନ୍ଦର୍ଯ୍ୟକରଣ । ଏଥିପାଇଁ ଏକାମ୍ର ଯୋଜନାରେ ବିସ୍ଥାପିତଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ଥଇଥାନ ଓ ସହାୟତା…

ବଜେଟ୍ ୨୦୨୦: ଭାରତୀୟ ରେଳକୁ ମିଳିବ କ’ଣ ?

ନୂଆଦିଲ୍ଲୀ: ସାଧାରଣ ବଜେଟରେ ରେଳ ବଜେଟ୍ ମିଶିଯାଇଥିବା ବେଳେ ଏଥର ଭାରତୀୟ ରେଳକୁ କ’ଣ ମିଳିବ ତା’ଉପରେ ରହିଛି ସମସ୍ତଙ୍କ ନଜର । ରେଳବାଇ ବି ଆଶା କରିଛି, ଏଥର ବଜେଟରେ ଭାରତୀୟ ରେଳକୁ ବିଶ୍ୱସ୍ତରୀୟ କରାଯିବାକୁ ଉଦ୍ୟମ କରାଯିବ । ବିଶେଷ କରି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ଏବଂ ଯାତ୍ରୀ…

ଦେଖନ୍ତୁ ଭିଡ଼ିଓ: ଆଣ୍ଟାର୍କଟିକା ବରଫ ପାଣିରେ ପହଁରି ରେକର୍ଡ କଲେ ୫୦ ବର୍ଷୀୟ ଆଥଲେଟ…

ଭୁବନେଶ୍ୱର: ସାଧାରଣତଃ ଥଣ୍ଡା ପାଣିରେ ଗାଧେଇବା ବେଳେ ଆମେ ପଛଘୁଂଚା ଦେଇଥାଉ । ମାତ୍ର ଜଣେ ୫୦ ବର୍ଷୀୟ ଆଥଲେଟ ଆଂଟ୍ରାର୍କଟିକାର ବରଫରୁ ନିର୍ଗତ ଧାରା ୧୦ ମିନିଟ ପହଁରି ରେକର୍ଡ କରିଛନ୍ତି । ଏହା ପୂର୍ବରୁ ଏତେ ସମୟ କେହି ପହଁରି ନଥିଲେ । ବ୍ରିଟେନର ଏହି ଆଥଲେଟଙ୍କ ନାମ ହେଲା ଲୁଇସ…

ଯାଜପୁରରେ ହାତୀ ଉପଦ୍ରବ: ଉଗ୍ର ଦନ୍ତାକୁ କାବୁ କଲା ବନବିଭାଗ

ଯାଜପୁର: ଯାଜପୁର ଜିଲ୍ଲାରେ ପ୍ରାୟ ଏକ ସପ୍ତାହ ହେବ ତାଣ୍ଡବ ରଚୁଥିବା ଦନ୍ତା ହାତୀକୁ ଶେଷରେ ସୋମବାର ଦିନ ବନବିଭାଗ କାବୁ କରିବାରେ ସଫଳ ହୋଇଛି । ଦୀର୍ଘ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସୋମବାର ସନ୍ଧ୍ୟାରେ ବନବିଭାଗ ଏହି ଦନ୍ତା ହାତୀକୁ କାବୁ କରିପାରିଛି । ପ୍ରାପ୍ତ ସୂଚନା…

ଅମୀରଙ୍କ ଅନୁରୋଧ ରକ୍ଷା କଲେ ଅକ୍ଷୟ: ଘୁଞ୍ଚାଇଲେ ନିଜ ଫିଲ୍ମ ରିଲିଜ ତାରିଖ !

ମୁମ୍ବାଇ: ଚଳିତ ବର୍ଷ ଡିସେମ୍ବର ୨୫ ବଡଦିନ ଅବସରରେ ବଲିଉଡର ଦୁଇ ସୁପରଷ୍ଟାର ଅମୀର ଖାଁ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ମଧ୍ୟରେ ମୁକାବିଲା ହେବାର ଥିଲା । ଏହି ଦୁଇଟି ଫିଲ୍‌ମ ହେଲା ଲାଲ ସିଂ ଚଢ଼ା ଓ ବଚ୍ଚନ ପାଣ୍ଡେ । ଅମୀର ଖାଁ ରିଲିଜ ତାରିଖ ଘୁଂଚାଇବା ନେଇ ଅକ୍ଷୟଙ୍କୁ ଅନୁରୋଧ କରିଥିଲେ ।…

ଜାଣନ୍ତୁ, ସର୍ବାଧିକ ବଜେଟ ଉପସ୍ଥାପନ କରିଥିବା କେନ୍ଦ୍ରମନ୍ତ୍ରୀଙ୍କୁ !

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦-୨୦୨୧ ର ବଜେଟ୍ ଫେବୃଆରୀ ୧ରେ ଉପସ୍ଥାପନ କରାଯିବ । ଏଥର ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ । ଏହା ତାଙ୍କର ଦ୍ୱିତୀୟ ବଜେଟ୍ ହେବ ଏବଂ ମୋଦି ସରକାରଙ୍କ ଦ୍ୱିତୀୟ କାର‌୍ୟ୍ୟକାଳର ଦ୍ୱିତୀୟ ବଜେଟ୍ ହେବ । ପ୍ରତିବର୍ଷ ଭଳି ଏବର୍ଷ…

କେନ୍ଦ୍ରୀୟ ବଜେଟ୍ ୨୦୨୦: ଦେଶର ୧.୪୭ କୋଟି କରଦାତାଙ୍କୁ ମିଳିପାରେ ରିହାତି, କିପରି ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ର ଆର୍ଥିକ ପ୍ରଗତିକୁ ଆଖିଆଗରେ ରଖି ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ଉପଲବ୍ଧ କରାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ନରେନ୍ଦ୍ର ମୋଦୀ ସରକାର ବଜେଟ ୨୦୨୦ ରେ ବ୍ୟକ୍ତିଗତ ଆୟକର ରେ ରିହାତି ଦେବାପାଇଁ ବିଭିନ୍ନ ବିକଳ୍ପ ସବୁ ଉପରେ ବିଚାର କରୁଛନ୍ତି ।…

ଭୁବନେଶ୍ୱର ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ !

ଭୁବନେଶ୍ୱର: ଓୟୁଏଟି ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ନେଇ ଓୟୁଏଟି ବିଭାଗୀୟ ମୁଖ୍ୟ ସୁଶେନ ପଣ୍ଡା ସୂଚନା ଦେଇଛନ୍ତି । ତାଙ୍କ କହିବା ମୁତାବକ, “ଓୟୁଏଟି ରିସର୍ଚ୍ଚ ଫାର୍ମରେ ୨ରୁ ୩ ଦିନ ହେଲା କୁକୁଡା ମରୁଥିଲେ । କୁକୁଡାଙ୍କ…