ରୋଜଗାର କରିବାକୁ ଯାଇ ମାଲେସିଆରେ ନିଖୋଜ ଓଡିଆ ଶ୍ରମିକ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଜଣେ ଓଡିଆ ଶ୍ରମିକ ମାଲେସିଆକୁ କାମ କରିବାକୁ ଯାଇ ନିଖୋଜ ହୋଇଛନ୍ତି ।
ନିଖୋଜ ଶ୍ରମିକ ଜଣଙ୍କ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁରାମପାଟଣା ଗ୍ରାମର କ୍ଷେତ୍ରବାସୀ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ କ୍ଷେତ୍ରବାସୀ କୋଲକାତାର…