ପୂରଣ ହେଲା ପଶ୍ଚିମ ଓଡିଶାବାସୀଙ୍କ ସ୍ୱପ୍ନ; ଝାରସୁଗୁଡାରୁ କୋଲକାତାକୁ ଉଡିଲା ବିମାନ
ଭୁବନେଶ୍ୱର: ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟ (ଭିଏସଏସି)ରୁ ସୋମବାର ଦିନ ଠାରୁ କୋଲକାତାକୁ ବିମାନ ଉଡାଣ ଆରମ୍ଭ ହୋଇଛି । ଯାହାଫଳରେ ପଶ୍ଚିମ ଓଡିଶାବାସୀଙ୍କର ବହୁଦିନର ଦାବି ପୂରଣ ହୋଇଛି ।
୭୦ ସିଟ୍ ବିଶିଷ୍ଟ…