ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ୫୦ ପ୍ରତିଶତ ରିହାତି
ଭୁବନେଶ୍ୱର : କଟକସ୍ଥିତ ଓଡିଶା ନୌବାଣିଜ୍ୟ ସଂଗ୍ରହାଳୟରେ ୧୪ ବର୍ଷରୁ କମ୍ ବୟସର ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଏସଏଫଏକ୍ସ ଥିଏଟର ଓ ଆକ୍ୱାରିୟମର ମ୍ୟୁଜିୟମ ଟିକେଟରେ ୫୦ ପ୍ରତିଶତ ରିହାତି ମିଳିବ ।
ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡିଶା…