ବ୍ୟାପୁଛି କୋରୋନା ଭାଇରସ: ସ୍ୱଦେଶ ଫେରିବେ ଚୀନରେ ଫସିଥିବା ଭାରତୀୟ ଛାତ୍ର !
ଚୀନରୁ ବ୍ୟାପିଥିବା କୋରୋନା ଭାଇରସ ଏବେ ସମସ୍ତଙ୍କୁ ହଇରାଣରେ ପକାଇଛି । ଇତି ମଧ୍ୟରେ ୬୦ ଲୋକ ମୃତ୍ୟୁବରଣ କରିସାରିଥିବା ବେଳେ ୨୦୦୦ ପାଖାପାଖି ଆକ୍ରାନ୍ତ ହୋଇଛନ୍ତି । ଭାରତର ୭୦୦ ଛାତ୍ର ସେଠାରେ ଫସି ରହିଛନ୍ତି ।
ନୂତନ ବର୍ଷ ଛୁଟି ଅବସରରେ ଅଧିକାଂଶ ଛାତ୍ର ସ୍ୱଦେଶ ପ୍ରତ୍ୟାବର୍ତନ…