ଏସ୍ସିବିର ହେବ ନବକଳେବର; କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଥଇଥାନ ପ୍ୟାକେଜ ଘୋଷଣା
ଭୁବନେଶ୍ୱର: ଏସ୍ସିବି ମେଡିକାଳର ନବକଳେବର ପାଇଁ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ଏଥିପାଇଁ ରାଜ୍ୟ ସରକାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଏସ୍ସିବି ମେଡିକାଲକୁ ୩ହଜାର ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବେ ବିକାଶ କରିବା ପାଇଁ ନିଷ୍ପତି…