କଟକ ଏସସିବିରେ ଡେଙ୍ଗୁରେ ଆକ୍ରାନ୍ତ ବଙ୍ଗୀୟ ମହିଳାଙ୍କ ମୃତ୍ୟୁ
କଟକ : କଟକ ବଡ ଡାକ୍ତରଖାନାରେ ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି ।
ମୃତକ ରୋଗୀଙ୍କ ନାମ ମଞ୍ଜୁ ରାଉତ ହୋଇଥିବାବେଳେ ତାଙ୍କ ଘର ପଶ୍ଚିମବଙ୍ଗର ମେଦିନିପୁର ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ ମଞ୍ଜୁ ପ୍ରଥମେ ଭୁବନେଶ୍ୱରର ଏକ ଘରୋଇ…