Latest Odisha News

BREAKING NEWS

‘ସିଏଏ’ ଉପରେ ଲାଗିବନି ରୋକ: ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ

ନୂଆଦିଲ୍ଳୀ: ନାଗରିକତା ସଂଶୋଧନ ଆଇନ ଉପରେ ଲାଗିବନି ରୋକ । ଆଜି ସୁପ୍ରିମକୋର୍ଟ ସିଏଏ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାଖଲ ହୋଇଥିବା ୧୪୪ ଆବେଦନର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ନାଗରିକତା ସଂଶୋଧନ ଆଇନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପ୍ରିମକୋର୍ଟରେ ୧୪୪ଟି ଆବେଦନ ହୋଇଥିଲା…

ଜେଲ ଭିତରେ ଏଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଅର୍ଥତତ୍ୱ ଗ୍ରୁପର ମୁଖ୍ୟ ପ୍ରଦୀପ ସେଠୀ ଜେଲ୍ ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପରେ ଝାରପଡା ସ୍ପେଶାଲ୍ ଜେଲର ଅଧିକାରୀମାନେ ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗଣମାଧ୍ୟମକ ସୂଚନା ଦେଇ ଝାରପଡା ଜେଲର…

ଜାଣନ୍ତୁ, ବଜେଟ ସମ୍ବନ୍ଧରେ କିଛି ମଜାଦାର କଥା…

ଭୁବନେଶ୍ବର: ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଉପସ୍ଥାପିତ ହେବାକୁ ଯାଉଛି ସାଧାରଣ ବଜେଟ। ଆସନ୍ତୁ ଜାଣିବା ବଜେଟକୁ ନେଇ ପୂର୍ବରୁ ଘଟିଥିବା କିଛି ମଜାଦାର ଘଟଣା ସମ୍ପର୍କରେ... ଲମ୍ବା ବଜେଟ ଭାଷଣ : ୨୦୦୩ରେ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂ ତାଙ୍କ ବଜେଟ ଭାଷଣ ପ୍ରାୟ ୨ ଘଂଟାରୁ ଅଧିକ ସମୟ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସୋନପୁର ଏସପି

ସୋନପର: ସମ୍ବଲପୁର-ସୋନପୁର ରୋଡ୍ ଅନ୍ତର୍ଗତ ସିଣ୍ଢୋଳ ଗ୍ରାମ ନିକଟରେ ବୁଧବାର ଦିନ ଘଟିଥିବା ଏକ ସଡକ ଦୁର୍ଘଟଣାରେ ସୋନପୁର ଏସପି ଦେବୀ ପ୍ରସାଦ ଦାସ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ସିଣ୍ଢୋଳ ଢାବା ନିକଟରେ ଯାଉଥିବା ବେଳେ ତାଙ୍କ ଗାଡି କୌଣସି କାରଣବଶତଃ ଭାରସାମ୍ୟ…

ଦୁର୍ଦ୍ଦାନ୍ତ ମାଓନେତା ପାପାରାଓ ମୃତ: ତାଲମେଟଲା ନକ୍ସଲ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ !

ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଛତିଶଗଡ଼ର୍ ଟପ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନ ମିଳିଛି । ମିଳିଥିବା ସୂଚନା ଅନୁସାରେ, ପାପାରାଓ କିଡନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି। ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ବଡ ନକ୍ସଲ ଆକ୍ରମଣର…

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ୪ ଘଣ୍ଟା ଯାଏଁ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ଶ୍ରୀଜିଉଙ୍କ…

ସୁନ୍ଦରଗଡ ଆଦର୍ଶ ସ୍କୁଲ ପରିଦର୍ଶନ କଲେ ବିଜୟ ସାହୁ; ଭିତ୍ତିଭୂମି ବିକାଶ ନେଇ ଆଲୋଚନା

ସୁନ୍ଦରଗଡ଼: ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଡ଼. ବିଜୟ କୁମାର ସାହୁ ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲା ତାଳସଙ୍କର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି । ଏହାପରେ ସନ୍ଧ୍ୟାରେ ସେ ଜିଲ୍ଲାପାଳ ନିଖିଲ ପୱନ…

କଟକ ବୁଲିଲେ ୫’ଟି ସଚିବ ଭିକେ ପାଣ୍ଡିଆନ୍‌; ଜାଣନ୍ତୁ କାହିଁକି

କଟକ: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭିକେ ପାଣ୍ଡିଆନ୍ ବୁଧବାର ବଡି ଭୋର ସମୟରେ କଟକରେ ପହଞ୍ଚି ଏସସିବିର ସମ୍ପ୍ରସାରଣ ଲାଗି ପ୍ରସ୍ତାବିତ ୨୫ ଏକର ଭୂମିର ଅନୁଧ୍ୟାନ କରିଥିଲେ। ଗୃହ ଓ ନଗର ଉନ୍ନୟନ ବିକାଶ ସଚିବ ଜି ମାଥୀଭଥନନ୍‌, ଜଳ ସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ୱାକ୍‌ର୍ସ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୨-୧-୨୦୨୦ ବୁଧବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୨ ରିଖ ବୁଧବାର ମକର ୮ଦିନ ମାଘ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର: କର୍କଟ ରାଶିର ଘାତ ଚନ୍ଦ୍ର-: ତୁଳା…

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଭରିଲେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଦିଲ୍ଲୀ ଜାମନଗର ହାଉସରେ ନୂଆଦିଲ୍ଲୀ ଆସନରୁ ନାମାଙ୍କନ ଭରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏଥିପାଇଁ ଦୀର୍ଘ ୭ ଘଂଟାର…