ପୃଥିବୀର ସର୍ବାଧିକ ଓଜନ ବିଶିଷ୍ଟ ବ୍ୟକ୍ତି କରିବେ ବିବାହ: ଜାଣନ୍ତୁ କ’ଣ ରହିଛି ତାଙ୍କ ଡିମାଣ୍ଡ
ପୃଥିବୀର ସର୍ବାଧିକ ଓଜନ ବିଶିଷ୍ଟ ବ୍ୟକ୍ତି ଖିଜର ହୟାତ୍ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ୪୩୬ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ବ୍ୟକ୍ତିଙ୍କର ହେବାକୁ ଥିବା ପତ୍ନୀର ଓଜନ ଅତି କମରେ ୧୦୦ କେଜି ଏବଂ ଉଚ୍ଚତା ୬ ଫୁଟରୁ କମ୍ ହୋଇ ନଥିବ ବୋଲି କହିଛନ୍ତି ।
ପାଖାପାଖି ୬ ଫୁଟ ୬…