ପୁରୀ: ପ୍ରବଳ ବର୍ଷାରେ ଜୀବନଯାତ୍ରା ବ୍ୟାହତ
ପୁରୀ : ବାତ୍ୟା ତିତଲି ଯିବାପରେ ଧିରେ ଧିରେ ଜନଜୀବନ ସ୍ୱାଭାବିକ ହେଉଥିବା ବେଳେ ଏବେ ବର୍ଷା ଜନିତ କୃତ୍ରିମ ବନ୍ୟାରେ ଅସ୍ତବ୍ୟସ୍ତ ହେବାରେ ଲାଗିଲେଣୀ ପୁରୀ ବାସିନ୍ଦା । ଏଥିରୁ ବାଦ ପଡିନି ଶ୍ରୀକ୍ଷେତ୍ର ପୁରୀ ।
ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ ପୁରୀରେ ଏକପ୍ରକାର ବନ୍ୟା…