ପାଲା ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର; ବିଦ୍ୟାଭୂଷଣ ରମାକାନ୍ତ ମିଶ୍ର
ଭୁବନେଶ୍ୱର: ପାଲା ଆକାଶର ଉଜ୍ୱଳତମ ନକ୍ଷତ୍ର ଗାୟକ ବିଦ୍ୟାଭୂଷଣ ପଣ୍ଡିତ ରମାକାନ୍ତ ମିଶ୍ର । ୧୯୫୭ ମସିହା ଡିସେମ୍ବର ୧୭ ତାରିଖରେ ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ଅଖାରିଆ ଗ୍ରାମରେ ରମାକାନ୍ତ ଜନ୍ମ ଗ୍ରହଣ କରିଥିଲେ । ବାପା ହରେକୃଷ୍ଣ ମିଶ୍ର ଏବଂ ମାଆ ରତ୍ନମଣି ଦେବୀଙ୍କର ୩ ପୁଅ ଏବଂ ୪…