ଜୟପୁରରେ ଗୁଳିକାଣ୍ଡ, ଦୁବୃର୍ତ୍ତଙ୍କ ଆକ୍ରମଣରେ ବାପ-ପୁଅ ଗୁରୁତର ଆହତ
ଜୟପୁର : କୋରାପୁଟ ଜିଲ୍ଲାର ଜୟପୁର ନିକଟସ୍ଥ ରାଜନଗର ଛକରେ ଗୁଳି ମାଡ ଘଟଣା ନଜରକୁ ଆସିଛି ।
ସୂଚନା ଅନୁଯାୟୀ ଜୟପୁର ଅନ୍ତର୍ଗତ ରାଜନଗର ଛକରେ କେହି ଦୁବୃର୍ତ୍ତ ଅଚାନକ ଜଣେ ବାପ-ପୁଅଙ୍କ ଉପରକୁ ଗୁଳିମାଡ କରିଥିଲା ।
ଅନ୍ୟପକ୍ଷରେ ଆହତ ଦୁଇ ଜଣ ନରେନ୍ଦ୍ର ନାଥ ନାୟକ ଓ ତାଙ୍କ ପୁଅ…