କଟକ: ଥାନାରେ ଭଙ୍ଗାରୁଜା ଅଭିଯୋଗ, ୨୩ କର୍ମୀଙ୍କ ସହ କଂଗ୍ରେସ ନେତା ମହମ୍ମଦ ମୋକିମ ଗିରଫ
କଟକ: ବରିଷ୍ଠ କଂଗ୍ରେସ ନେତା ତଥା କଟକ ଜିଲ୍ଲା କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ପୋଲିସ ଥାନାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ଗିରଫ କରିଛି । ଏହି ଅଭିଯୋଗରେ ଅନ୍ୟ ୨୩ ଜଣ କଂଗ୍ରେସ କର୍ମୀ ମଧ୍ୟ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି ।
ଅଭିଯୁକ୍ତ ମାନଙ୍କୁ ଗତରାତିରେ ବିଭିନ୍ନ…