Latest Odisha News

BREAKING NEWS

ଦୁବାଇରୁ ପ୍ରବାସୀଙ୍କୁ ନେଇ ଆଜି ଭୁବନେଶ୍ୱର ଆସିବ ସ୍ୱତନ୍ତ୍ର ବିମାନ

ଭୁବନେଶ୍ୱର : ଦୁବାଇରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱର ଆସୁଛି । ରାତି ପ୍ରାୟ ୯ଟାରେ ଏହା ଭୁବନେଶ୍ୱରରେ ପହଞ୍ଚିବ । ଏ ନେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ବିମାନରେ ୧୫୧ ଜଣ ଯାତ୍ରୀ ଆସୁଛନ୍ତି । ବିମାନ ଅବତରଣ ପରେ ୨୦ ଜଣ…

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଅଞ୍ଜୁମଙ୍କ ନାମ ସୁପାରିଶ କଲା ଏନଆରଏଆଇ

ନୂଆଦିଲ୍ଲୀ:ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନଆରଏଆଇ) ମହିଳା ଶୁଟର ଅଞ୍ଜୁମ ମୋଦଗିଲଙ୍କ ନାମ ସୁପାରିଶ କରିଛି । ୨୬ ବର୍ଷୀୟ ଅଞ୍ଜୁମ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ୧୦ ମିଟର ଏୟାର ରାଇଫଲ ଇଭେଂଟରେ ପାନୱାର…

ଭାବର ଠାକୁର ମହାବାହୁ…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଦିନେ ଦାସେ କହିଲେ ବିପ୍ରବର କଥାଏ ଶୁଣିବ କି ମୋର “ ଏହି ମୋ ଶ୍ରୀ ଫଳ (ନଡିଆ) ଗୋଟି ଧରି, ଗରୁଡ ପଛେ ରହିକରି। ବୋଲିବୋ ବାଲି ଗ୍ରାମ ଦାସ, ଦେଇଛି ନିଅ ପୀତବାସ। ସେ ଯେବେ…

ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବାଲିଆପାଳ ବିଡିଓ ଦୁର୍ବ୍ୟବହାର କରିଥିବା ଘଟଣାର ତଦନ୍ତ ହେବ । ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ସେ କହିଛନ୍ତି, ଏହି ଘଟଣା ନେଇ ବାଲେଶ୍ୱର ଜିଲ୍ଳାପାଳଙ୍କ ଠାରୁ ରିପୋର୍ଟ…

ରାଜସ୍ଥାନ ହାଇକୋର୍ଟରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ ଖାରଜ

ଜୟପୁର: ଖାରଜ ହେଲା ଲକଡାଉନ୍ ସମୟରେ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କୁଲ ଫି’ ଛାଡ ଆବେଦନ । ଏହାକୁ ରାଜସ୍ଥାନ ହାଇକୋର୍ଟ ଖାରଜ କରିଛନ୍ତି । କୋର୍ଟ କହିଛନ୍ତି ଯେ, ପୂର୍ବରୁ ରାଜ୍ୟ ସରକାର ଏପ୍ରିଲ୯ରେ ସ୍କୁଲ ଫି ସ୍ଥଗିତ ରଖିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ତେଣୁ ଏହି…

କରୋନା ଯୋଦ୍ଧା : ପ୍ରବାସୀଙ୍କ ପାଇଁ ସାହାରା ପାଲଟିଲେ ଭିନ୍ନ ଜଣେ ଅଧିକାରୀ କଲ୍ୟାଣୀ

ଭୁବନେଶ୍ୱର : ବୁଧବାର ବାଲେଶ୍ୱର ବାଲିଆପାଳରୁ ଆସିଥିଲା ପ୍ରବାସୀ ଓଡିଆଙ୍କୁ ଅଧିକାରୀଙ୍କ ଦୁର୍ବ୍ୟବହାରର ଚିତ୍ର । ବିଡିଓ ଛବିରାଣୀ ସାହୁ ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ଉପରେ ରାଗ ତମ ତମ ହୋଇ ଚିଲାଉଥିଲେ । ପାଣି ମାଗିବାରୁ ରାଗିପାଚି କହିଥିଲେ ମୁଁ ଜଣେ ଓଏଏସ୍ ଅଫିସର ତମ ଭଳି ଦାଦନ…

ପାଦରେ ଚାଲି ଚାଲି ଆସୁଥିବା ପ୍ରବାସୀଙ୍କୁ ଓଡ଼ିଶା ପୋଲିସର ସହାୟତା

ଭୁବନେଶ୍ୱର: ଓଡ଼ିଶାକୁ ପ୍ରବାସୀ ଓଡ଼ିଆମାନେ ଆସୁଥିବା ବେଳେ ଅନ୍ୟ ରାଜ୍ୟକୁ ମଧ୍ୟ ଓଡ଼ିଶାରୁ ପ୍ରବାସୀ ମାନେ ଚାଲିଯାଉଛନ୍ତି । ବହୁସଂଖ୍ୟାରେ ପ୍ରବାସୀ ଶ୍ରମିକ ମାନେ ଓଡ଼ିଶା ମଧ୍ୟ ଦେଇ ସେମାନଙ୍କ ନିଜ ନିଜ ରାଜ୍ୟକୁ ଯଥା ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ବିହାରକୁ ଯାଉଛନ୍ତି । ଏହି…

ଲାଗୁ ହେବ ‘ୱାନ୍ ନେସନ୍ ୱାନ୍ ରାସନ କାର୍ଡ’

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ଲାଗୁ ହେବ ‘ୱାନ୍ ନେସନ ୱାନ୍ ରାସନ କାର୍ଡ’ ସୁବିଧା । ୨୦୨୧ ସୁଦ୍ଧା ସାରା ଦେଶରେ ଏହା ଲାଗୁ ହେବ । ଏହି କାର୍ଡ ସବୁ ରାଜ୍ୟରେ ମାନ୍ୟ ହେବ । ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ଲାଭବାନ ହେବ । ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।…

ମେ’ ୩୧କୁ ବଢ଼ିଲା କୃଷି ଋଣ ପରିଶୋଧ ଅବଧି

ନୂଆଦିଲ୍ଲୀ: ଆର୍ଥିକ ପ୍ୟାକେଜକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପ୍ରବାସୀ ଶ୍ରମିକ, କ୍ଷୁଦ୍ର ଚାଷୀ, ଷ୍ଟ୍ରିଟ ଭେଣ୍ଡରଙ୍କୁ ନେଇ ଘୋଷଣା ହୋଇଛି । ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ପ୍ୟାକେଜ ଘୋଷଣା କରିଛନ୍ତି । ୩କୋଟି…

ଆଶ୍ୱସ୍ତି, ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଆସିଛି ଏକ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।…