Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୫-୦୫-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୧୫ ରିଖ ଶୁକ୍ରବାର  ବୃଷ ୨  ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଅଷ୍ଟମୀ ଭୁକ୍ତ ନବମୀ ତିଥି  ଧନିଷ୍ଠା ନକ୍ଷତ୍ର ଦିନ ୮ଟା ୩୨ ମିନିଟ୍ ପର୍ଯ୍ୟନ୍ତ ଏହା ପରେ  ଶତଭିଷା ନକ୍ଷତ୍ର କୁମ୍ଭ ଚନ୍ଦ୍ର…

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି । ସେ ଜଣେ ମହାନ ଗାନ୍ଧିବାଦୀ ଭାବେ ସର୍ବଦା ସ୍ମରଣୀୟ ରହିବେ ବୋଲି ଉଲ୍ଲେଖ କରି ଟ୍ୱିଟ୍ କରିଛନ୍ତି ନବୀନ । ସେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ…

ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟସଭା ସଦସ୍ୟ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଆଜି ସନ୍ଧ୍ୟାରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ…

ଆସନ୍ତୁ ଜାଣିବା କେଉଁଠାରେ ଲକଡାଉନ ଉଠିବା ପରେ ଚୁଟି କାଟିବା ପାଇଁ ରାତି ଅଧରେ ଦୌଡିଲେ ଲୋକ

ହାମିଲଟନ: ନ୍ୟୁଜିଲାଣ୍ଡରେ କରୋନା ପରିସ୍ଥିତି ନିୟନ୍ତ୍ରଣକୁ ଆସୁଛି । ୩ ଦିନ ମଧ୍ୟରେ କୌଣସି ନୂତନ କେସ୍ ଆସି ନାହିଁ । ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ସ୍ଥାନୀୟ ସରକାର ଲକଡାଉନ ନିୟମକୁ କୋହଳ କରି ଦେଇଥିଲେ । ଏହା ଘୋଷଣା ହେବା ପରେ ଅଧିକାଂଶ ବ୍ୟକ୍ତି ସେଲୁନକୁ ଦୌଡିଥିଲେ, ତାହା ପୁଣି…

ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣରେ ସମଗ୍ର ବିଶ୍ୱ ଥରହର । ଏହି ଅଦୃଶ୍ୟ ଶତ୍ରୁକୁ ନିପାତ କରିବାପାଇଁ ସବୁଦେଶରେ ଗବେଷକମାନେ ଆପ୍ରାଣ ଉଦ୍ୟମ ଚଳାଇ ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମହାମାରୀ ଭୂତାଣୁର ନିଦାନ ପାଇଁ କୌଣସି ମେଡିସିନ୍…

ଭାରତ ଫେରିବେ ମାଲ୍ୟା, ସମସ୍ତ ଆଇନଗତ ବିକଳ୍ପ ଶେଷ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଗୁରୁବାର ଶକ୍ତ ଧକ୍କା ଲାଗିଛି । ସେ ଉଦ୍ୟମ କରିଥିବା ସମସ୍ତ ଆଇନଗତ ବିକଳ୍ପ ଶେଷ ହୋଇ ଯାଇଥିବାରୁ ଏଥର ଭାରତ ଫେରିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।  ଭାରତକୁ ପ୍ରତ୍ୟାର୍ପଣ ନିଷ୍ପତ୍ତି ବିରୁଦ୍ଧରେ  ମାଲ୍ୟା…

ଝାଡଖଣ୍ଡ ପ୍ରବାସୀଙ୍କ ମୁହଁରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ଖୋର୍ଦ୍ଧା: ବାହାର ରାଜ୍ୟର ପ୍ରବାସୀଙ୍କ ମୁହାଁରେ ଓଡ଼ିଶା ସରକାରଙ୍କୁ ଭୁରି ଭୁରି ପ୍ରଶଂସା । ଝାଡଖଣ୍ଡ ପ୍ରବାସୀମାନେ ଓଡ଼ିଶାରେ ଆତିଥ୍ୟ ପାଇ ସରକାରୀଙ୍କୁ ପ୍ରଶଂସା କରିଛନ୍ତି । ୧୦ ତାରିଖରୁ ଅହମ୍ମଦାବାଦରୁ ଆସିଥିବା ୬୩ଜଣ ଝାଡଖଣ୍ଡବାସୀ ଖୋର୍ଦ୍ଧା ରୋଡରେ ଓହ୍ଲାଇଥିଲେ । ଏହାପରେ…

କରୋନା ମୁକାବିଲା: ରାଷ୍ଟ୍ରପତି ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କମ୍ ଦରମା ନେବେ

ନୂଆଦିଲ୍ଲୀ:କରୋନା ସଂକ୍ରମଣରୁ ଦେଶକୁ ମୁକୁଳାଇବା ପାଇଁ ସମସ୍ତେ ଉଦ୍ୟମ ଜାରି ରଖିଛନ୍ତି । ଆଥଲେଟ, ଅଭିନେତାଠାରୁ ଆରମ୍ଭ କରି କମ୍ପାନୀ ମାଲିକମାନଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି । ଏହି ଦୌଡରେ ସାମିଲ ହୋଇଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପିଏମ କେୟାର ଫଣ୍ଡକୁ ସେ ଗୋଟିଏ…

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା

ନୂଆଦିଲ୍ଲୀ: ମୋଦୀଙ୍କ ମେଗା ପ୍ୟାକେଜରେ ଉଠାଦୋକାନୀଙ୍କ ପାଇଁ ବଡ ଘୋଷଣା ହୋଇଛି ।ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ଫାଇଦା ମିଳିବ । ସେମାନେ ସେହି ଟଙ୍କାରେ ନିଜ କାମ ଆରମ୍ଭ କରିପାରିବେ । ତେବେ…

ପ୍ରବାସୀ କହିଲେ ‘କୁଛ ତୋ କରୋ ସରକାର’

ମୋହାଲି: ଖାଲି ପଡିଛି ଘରଦ୍ୱାର । କିଛି ତ କର ସରକାର । ଆମ ଶ୍ରମିକଙ୍କୁ ଆମ ଗାଁକୁ ପଠାଇ ଦିଅ । ଯିଏ ଆମକୁ ଆଣିଥିଲା ସିଏ ମଝି ରାସ୍ତାରେ ଝାଡି ପଳାଇଲା । ପାପି ପେଟ ପାଇଁ ଆମେ କରୁଛୁ ସଂଘର୍ଷ । କିଛି ତ ସରକାର, ଆମକୁ ଆମ ଘରକୁ ପଠାଇଦିଅ । କିଛି ଏଭଳି ଅଭିନବ ଢ଼ଙ୍ଗରେ ଗୀତ ଗାଇ ନିଜ ଦୁଃଖ…