ପ୍ରବାସୀ ଶ୍ରମିକଙ୍କୁ ବିଡ଼ିଓଙ୍କ ଦୁର୍ବ୍ୟବହାର ଅଭିଯୋଗ, ଭିଡିଓ ଭାଇରାଲ
ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଜଣେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଏ) ସୁରଟରୁ ଫେରନ୍ତା କିଛି ପ୍ରବାସୀ ଶ୍ରମିକଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
"ଚୁପ କର! ମୁଁ ଜଣେ ଓଏଏସ୍ ଅଧିକାରୀ, ତୁମ ପରି ପ୍ରବାସୀ ଶ୍ରମିକ ନୁହେଁ ଜ୍ଝ ନିଜ ସୀମାରେ…