କରୋନା ସହ ଲଢ଼ିବାକୁ ରାଜ୍ୟ ଯୋଜନା ବୋର୍ଡ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ
ଭୁବନେଶ୍ୱର: ଅର୍ଥନୀତିକୁ ମଜବୁତ କରିବା ପାଇଁ ୪ଟି କ୍ଷେତ୍ରକୁ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ କୃଷି, ଗ୍ରାମୀଣ ଅର୍ଥନୀତି, ଏମ୍ଏସ୍ଏମ୍ଇ, ଜନସ୍ୱାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନକୁ ଫୋକସରେ ରଖାଯାଇଛି । ମହାମାରୀ କରୋନାକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ ହେବ ।…