Latest Odisha News

BREAKING NEWS

କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀ ଠାରେ ଅତ୍ୟାଧୁନିକ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିସହିତ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଭାରତୀୟ ସାଇବର ଅପରାଧ ସମନ୍ୱୟ…

ଉଦଘାଟିତ ହେଲା ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସଟିଏଲ୍ଏମ୍)ର ୫ମ ସଂସ୍କରଣ

ଭୁବନେଶ୍ୱର: ପ୍ରତିଷ୍ଠିତ ଟାଟା ଷ୍ଟିଲ୍ ଭୁବନେଶ୍ୱର ଲିଟେରାରି ମିଟ୍ (ଟିଏସ୍ବିଏଲ୍ଏମ୍)ର ୫ମ ସଂସ୍କରଣ ଆଜି ଲେଖନ ସାହସର ପ୍ରତୀକ ପେରୁମଲ୍ ମୁରୁଗନ୍ ଓ ୟୁକେ ସଂସଦର ସଦସ୍ୟ ଲର୍ଡ ମେଘନାଦ ଦେସାଇଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଟାଟା ଷ୍ଟିଲ୍ର କର୍ପୋରେଟ୍ ସେବା ଉପାଧ୍ୟକ୍ଷ…

ଦୁର୍ନୀତି ଅଭିଯୋଗରେ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର, ୪ ଅଧିକାରୀ ବହିଷ୍କୃତ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ଦିନ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ ୪ ଅଧିକାରୀଙ୍କୁ ବହିଷ୍କୃତ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ସରକାର ସହକାରୀ ଯନ୍ତ୍ରୀ ନାରାୟଣ ତିଆଡ଼ିଙ୍କୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ କର୍ତ୍ତବ୍ୟରେ ଅବହେଳା…

ସାଧାରଣ ଲୋକଙ୍କ ନିମନ୍ତେ ଖୋଲାଯିବ ଲୋକସେବା ଭବନ ଉଦ୍ୟାନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ସ୍ଥିତ ଲୋକସେବା ଭବନର ଉଦ୍ୟାନ ଆସନ୍ତା ଜାନୁଆରୀ ୧୧ ରୁ ୫ ଦିନ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବ । ଜାନୁଆରୀ ୧୧ ତାରିଖରୁ ୫ ଦିନ ଯାଏଁ ଏହି ଉଦ୍ୟାନ ଅପରାହ୍ନ ୩ଟାରୁ ୫.୩୦ ପର୍ଯ୍ୟନ୍ତ ଜନସାଧାରଣ ୧ ନମ୍ବର ଗେଟ୍‌ ଦେଇ ଉଦ୍ୟାନ ମଧ୍ୟକୁ…

ଅନ୍ତିମ ପର୍ଯ୍ୟାୟରେ ଧନୁଯାତ୍ରା: ଆଜି ହେବ କଂସ ବଦ୍ଧ…

ବରଗଡ଼: ଅନ୍ତିମ ପର୍ଯ୍ୟାୟରେ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ଶ୍ରୀକୃଷ୍ଣ କରିବେ କଂସ ବଦ୍ଧ। କଂସ ବଦ୍ଧ ପାଇଁ କୃଷ୍ଣ-ବଳରାମ ମଥୁରା ନଗରୀରେ ପହଞ୍ଚିଛନ୍ତି । ନିଜର ପ୍ରିୟ ଭଗବାନ କୃଷ୍ଣ ବଳରାମଙ୍କୁ ପାଇ ଆତ୍ମ ବିଭୋର ହୋଇଯାଇଛନ୍ତି ମଥୁରାବାସୀ । ଅକ୍ରୁରଙ୍କ ସହ…

ଖାଇବେ ରସଗୋଲା ଆସିବ ଗୁପଚୁପର ସ୍ୱାଦ; ଜାଣନ୍ତୁ, କେଉଁଠି ହେଉଛି ପ୍ରସ୍ତୁତ

ଭୁବନେଶ୍ୱର: ବିଭିନ୍ନତା ମଧ୍ୟରେ ଏକତା ଆମ ଭାରତ । ଏହାର ଆୟତନ ଯେତିକି ବଡ଼ ସେତିକି ବିଶାଳ ଏହାର ଖାଦ୍ୟ ଖାଇବା ଓ ଖୁଆଇବାର ଶୈଳୀ ।  ଆମେ ଭାରତୀୟ ମାନେ ଖାଇବାକୁ ଏତେ ଭଲ ପାଆନ୍ତି ଯେ, ଖାଦ୍ୟକୁ ନେଇ ପରୀକ୍ଷଣ କରିବାରେ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ଆମର ଏଠାରେ ଫିୟୁଜନ…

ଓଡ଼ିଆ ବୈଜ୍ଞାନିକଙ୍କ ଉଲ୍ଲେଖନୀୟ ଗବେଷଣା; ପୌରାଣିକ ସରସ୍ୱତୀ ନଦୀର ମିଳିଲା ସନ୍ଧାନ !

ଭୁବନେଶ୍ୱର: ଉତ୍ତର ପଶ୍ଚିମ ଭାରତରେ ପ୍ରବାହିତ ହେଉଥିବା ଘଘର ନଦୀ ହିଁ ପୁରାଣ ବର୍ଣ୍ଣିତ ସରସ୍ୱତୀ ନଦୀ, ଏହା ପ୍ରମାଣ କରିଛନ୍ତି ଓଡ଼ିଆ ବୈଜ୍ଞାନିକ ପ୍ରଫେସର ଜ୍ୟୋତିରଂଜନ ଶ୍ରୀଚନ୍ଦନ ରାୟ ଏବଂ ତାଙ୍କ ଅଧିନରେ ପିଏଚ୍.ଡି. କରୁଥିବା ଅହମ୍ମଦାବାଦସ୍ଥିତ ଫିଜିକାଲ୍ ରିସର୍ଚ୍ଚ ଲାବୋରାଟୋରିର…

ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ସରକାରଙ୍କ ଗୁରୁତ୍ୱ; ଖାତା ଦେଖିବେ ୧୭ହଜାର ମୂଲ୍ୟାଙ୍କନକାରୀ

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହେବ ୨୦୨୦ ଯୁକ୍ତଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଏବଂ ଧନ୍ଦାମୂଳକର ଥିଓରୀ ପରୀକ୍ଷା ।  ଯୁକ୍ତଦୁଇ ପରୀକ୍ଷାଖାତା ମୂଲ୍ୟାଙ୍କନକୁ ଶିକ୍ଷାବିଭାଗ ଗୁରୁତ୍ୱ ଦେଉଥିବା ବେଳେ ଏହାକୂ  ତ୍ରୁଟି ଶୂନ୍ୟ କରିବା ପାଇଁ ବିଭାଗ ପାଗ ଭିଡିଛି । ପ୍ରଥମ…

ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ; ସୁନାବେଶରେ ଝଟକନ୍ତି ମହାପ୍ରଭୁ…

ପୁରୀ: ସୁନା ବେଶ ବା ରାଜାବେଶ ବା ବଡତଢ଼ାଉ ବେଶ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ବିଶେଷ ବେଶ । ଏଥିରେ ଠାକୁରଙ୍କୁ ସୁବର୍ଣ୍ଣ ଆଭୁଷଣରେ ସାଜ କରାଯାଏ । ପ୍ରତି ବର୍ଷ ସୁନାବେଶ ପାଂଚଥର ଅନୁଷ୍ଠିତ ହୋଇଥାଏ । ଏହା ସାଧାରଣତଃ ପୌଷ ପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ…

ଓଡ଼ିଶାରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବନାହିଁ; ସ୍ୱାଭାବିକ ପାଳିତ ହେବ ଦେବନୀତି

ଭୁବନେଶ୍ୱର: ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ହେଉଥିଲେ ମଧ୍ୟ ଓଡ଼ିଶାରେ ଏହାର କୌଣସି ପ୍ରଭାବ ରହିବ ନାହିଁ । ଓଡ଼ିଶାରେ ଆଜିର ଏହି ଚନ୍ଦ୍ରଗ୍ରହଣ ଆଦୌ ଦୃଶ୍ୟମାନ ହେବନାହିଁ । ତେଣୁ ଦୈନନ୍ଦିନ ପୂଜା ପଦ୍ଧତିରେ କୌଣସି ପରିବର୍ତ୍ତନ ହେବନାହିଁ ଏଥିସହିହତ…