Latest Odisha News

BREAKING NEWS

ଜାଣନ୍ତୁ, ସ୍ଵାମୀ ବିବେକାନନ୍ଦଙ୍କ ସମ୍ପର୍କରେ କିଛି ଅଜଣା କଥା…

ଭୁବନେଶ୍ୱର: ବିବେକାନନ୍ଦଙ୍କ ପିଲା ଦିନର ନାମ ଥିଲା ନରେନ୍ଦ୍ରନାଥ । ପିଲାଟି ଦିନରୁ ସେ ସତ୍ୟ ସନ୍ଧାନ ପାଇଁ ବ୍ୟାକୁଳ ଥିଲେ । ଜୀବନ ଯେଉଁ ସତ୍ୟ ଦ୍ୱାରା ପରିଚାଳିତ, ସେହି ସତ୍ୟକୁ ଜାଣିବା ପାଇଁ ସେ ବ୍ୟସ୍ତ ରହୁଥିଲେ । ଯେଉଁ ସତ୍ୟ ଭିତରେ ପୃଥିବୀ ଆବଦ୍ଧ ସେହି ସତ୍ୟାଲୋକର ମହିମା ଜାଣିବା…

ମାର୍କେଟ ବିଲ୍ଡିଂ ଦୁର୍ବୃତ୍ତଙ୍କ ଆକ୍ରମଣ ଘଟଣା; ୧୮ ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣାରେ ପୋଲିସ ପକ୍ଷରୁ ୧୮ଜଣଙ୍କୁ ଧରା ହୋଇଛି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ କରାଯାଇଛି ।…

କନୌଜ ବସ୍ ଦୁର୍ଘଟଣା: ଡିଏନଏ ଟେଷ୍ଟ ଦ୍ୱାରା ମୃତକଙ୍କୁ କରାଯିବ ଚିହ୍ନଟ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଉକ୍ତ ଘଟଣାରେ ପାଖାପାଖି ୨୦ରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ନେଇ ଜଣାପଡିଛି । ଆଇଜି (କାନପୁର ରେଞ୍ଜ) ମୋହିତ ଅଗ୍ରୱାଲ୍ ଗଣମାଧ୍ୟମକୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୧୧-୧-୨୦୨୦ ଶନିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୧୧ ରିଖ ଶନିବାର ଧନୁ ୨୭ ଦିନ ମାଘମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ସକାଳ ୮-୨୬ମିନିଟ୍ ପର୍ଯ୍ୟନ୍ତ ତାପରେ…

କଂସ ବଧ ସହ ବରଗଡ଼ ଧନୁଯାତ୍ରାରେ ପଡିଲା ଯବନିକା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଶେଷ ଦିନରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ…

କନୌଜରେ ମର୍ମନ୍ତୁଦ ଦୁର୍ଘଟଣା; ଜଳିଗଲା ୫୦ ଯାତ୍ରୀ ବିଶିଷ୍ଟ ଚଳନ୍ତା ବସ୍, ଅନେକ ଯାତ୍ରୀ ମୃତାହତ

କନୌଜ: ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏକ ଟ୍ରକ ଓ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ଘଟିବାରୁ ଚଳନ୍ତା ବସଟି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି ଯାତ୍ରୀବାହୀ ବସରେ ୫୦ ଜଣ ଯାତ୍ରୀ ରହିଥିବା ବେଳେ ୨୦ ଜଣ ଯାତ୍ରୀ ନିଖୋଜ ରହିଛନ୍ତି । ବସଟି ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି । ଏହି…

ମଇଁଷି ଜୀବନ ବଞ୍ଚାଇବା ଲାଗି ୩ ଲକ୍ଷ ଟଙ୍କା ଯୋଗାଡ କଲେ ପଶୁପ୍ରେମୀ !

ବେଜିଂ: ଚାଇନାରେ ଏ ଭଳି ଏକ ଘଟଣା ଘଟିଛି ଯାହା କି ମଣିଷର ଦୁଇଟି ରୂପକୁ ପଦାରେ ପକାଇଛି । ଗୋଟିଏ ପଟେ କିଭଳି ଟଙ୍କା ଲୋଭରେ ଗର୍ଭବତୀ ନୀରିହ ମଇଁଷିକୁ ମାରିବା ପାଇଁ କେତେଜଣ ପ୍ରସ୍ତୁତି ଚଳାଉଥିବା ବେଳେ ଅନ୍ୟ ପଟେ ପଶୁପ୍ରେମୀମାନେ ୩ଲକ୍ଷ ଟଙ୍କା ଯୋଗାଡ କରି ଏହାକୁ ବଂଚାଇଛନ୍ତି ।…

ରାଜଧାନୀର ମାର୍କେଟ ବିଲ୍ଡିଂରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ; ଲୁଟ୍ ସହ ଦୋକାନୀଙ୍କୁ ଗୋଡ଼ାଇ ପିଟିଲେ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂରେ ଅଜଣା ଦୁର୍ବୁତ୍ତମାନେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କରାଜ କରିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭୁବନେଶ୍ୱରର ଏହି ବ୍ୟାବସାୟିକ ପେଣ୍ଠସ୍ଥଳ ଲୋକାରଣ୍ୟ ରହିଥିବା ବେଳେ ଅଚାନକ ସଶସ୍ତ୍ର ଦୁର୍ବୃତ୍ତମାନେ ଦୋକାନ ଗୁଡ଼ିକ ଉପରେ…

ପୂର୍ବତନ ବିଧାୟକ ତଥା ଓଡ଼ିଶା ଗୃହନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ

ଭୁବନେଶ୍ୱର: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତା କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ଦିନ ୭୮ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ବାଲିପାଟଣା ଗ୍ରାମର ସ୍ୱର୍ଗତ ଜଗନ୍ନାଥ ମିଶ୍ରଙ୍କ ପତ୍ନୀ…

ଦିଶାଙ୍କ ସହ ‘କଭି ଇଦ୍ କହି ଦିୱାଲୀ’ରେ ଆସୁଛନ୍ତି ଭାଇଜାନ୍ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନ ଖାଁ ତାଙ୍କର ଆଗାମୀ ଫିଲ୍ମର ନାମ ୧୦ ତାରିଖରେ ଘୋଷଣା କରିଛନ୍ତି । ଟୁଇଟରରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଫିଲ୍ମର ନାମ ରହିଛି କଭି ଇଦ୍ କଭି ଦିୱାଲୀ । ଫିଲ୍ମକୁ ଇଦ୍ ୨୦୨୧ରେ ରିଲିଜ କରାଯିବା ନେଇ ସମସ୍ତ ପ୍ରକାର ଯୋଜନା କରାଯାଇଛି ।…