ପାରଳାଖେମୁଣ୍ଡିରେ ସମ୍ପନ୍ନ ହେବ ମହାରାଜାଙ୍କ ଶେଷକୃତ୍ୟ: ଉପସ୍ଥିତ ରହିବେ ମନ୍ତ୍ରୀ ବିକ୍ରମ କେଶରୀ
ଭୁବନେଶ୍ୱର: ପାରଳାଖେମୁଣ୍ଡି ରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଶୁକ୍ରବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ଘଟିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ମହାରାଜା ଦୀର୍ଘ ଦିନରୁ ଅସୁସ୍ଥ ଥିଲେ । ତେଣୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…