ମୋବାଇଲରେ ଗପି ଗାଡି ଚଳାଇଲେ ବାତିଲ ହେବ ଲାଇସେନ୍ସ !
ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଇଥିବା ବେଳେ ନିୟମ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମରେ ସାମିଲ ହୋଇଛି ଆଉ ଏକ ନିୟମ ।
ଏବେ ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ଚାଲାଣ କଟିବା ସହ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ…